Below header
Browsing Tag

gas cylinder blast

ଗ୍ୟାସ୍‌ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ପିପିଲି ସୁହାଗପୁର ଗାଁରେ ଜଳିଗଲା ୯ ବଖରା

ପୁରୀ : ପୁରୀ ଜିଲ୍ଲା ପିପିଲି ସୁହାଗପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ସୁହାଗପୁର ଗାଁର ଲଷ୍ମଣ ବସ୍ତିଆଙ୍କ ୯ ବଖରା ଘର ସହିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଘରର ବିଭିନ୍ନ ଅସବାବପତ୍ର ସହ ଛତୁମଞ୍ଜି ଉତ୍ପାଦନ…

ରାୟଗଡ଼ା: ଭୋଜି ବେଳେ ଅଘଟଣ, ଗ୍ୟାସ ସିଲିଣ୍ଡର ଫାଟି ୩ ଗୁରୁତର

ରାୟଗଡ଼ା: ଗ୍ୟାସ ସିଲିଣ୍ଡର ଫାଟି ୩ ଗୁରୁତର। ରାୟଗଡ଼ା ସହର DFO କଲୋନୀରେ ଭୋଜି ଚାଲିଥିବାବେଳେ ଏହି ଅଘଟଣ ଘଟିଛି। ଗୁରୁତର ମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ଦଶାହ ଭୋଜି ପାଇଁ ରୋଷେଇ ଚାଲିଥିବାବେଳେ ହତାଠ୍‌ ସିଲିଣ୍ଡରର ପାଇପ୍‌ ଫାଟି ଗ୍ୟାସ୍‌ ଲିକ୍‌…

ଢେଙ୍କାନାଳ : ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି, ସ୍ୱାମୀ, ସ୍ତ୍ରୀ ଓ ମା ଗୁରୁତର

ଢେଙ୍କାନାଳ : ମୋଟଗାଁ ଥାନା ହିନ୍ଦୋଳ ରୋଡ ବାଙ୍ଗୁରସିଂହ ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ସ୍ୱାମୀ, ସ୍ତ୍ରୀ ଓ ମା ଗୁରୁତର । ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସ ଟାଙ୍କି ଫାଟିଯିବାରୁ ବଗା ପ୍ରଧାନଙ୍କ ପରିବାରରୁ ୩ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ…

ଖୋର୍ଦ୍ଧା: ଗ୍ୟାସ ଟାଙ୍କି ଫାଟି ୨ ଆହାତ, ଲକ୍ଷାଧିକ ଟଙ୍କା କ୍ଷତି

ଖୋର୍ଦ୍ଧା ଜିଲ୍ଲା ସାନ ନଇରି ଗାଁରେ ଗ୍ୟାସ ଟାଙ୍କି ଫାଟି ୨ ଆହାତ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟ କ୍ଷତି ହୋଇଛି। ମିଳିଥିବା ସୂଚନା ମୁତାବକ ସୁକାନ୍ତ ସାହୁଙ୍କ ମା ଘରେ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ଗ୍ୟାସ ଲିକ ହୋଇଥିଲା। ଚାହୁଁ ଚାହୁଁ ଗ୍ୟାସ ଟଙ୍କିଟି ଫାଟି ଘରର ଆଜବେଷ୍ଟ…

ପୁଣି ଫାଟିଲା ଉଜ୍ଜଳା ଗ୍ୟାସ୍, ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଦୁଇ ବଖରା ଘର ଜଳିପୋଡି ପାଉଁଶ

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ହାଟଡିହି ବ୍ଲକ ଅକରୁଆ ଗ୍ରାମରେ ଗତକାଲି ସନ୍ଧ୍ୟାରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟିଯାଇ ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ପୋଡି ଯାଇଥିବା ଖବର ମିଳିଛି । ପୋଡାଡିହ ସାହିର ଆତୁଳ ଯେନାଙ୍କ ଘରେ ସନ୍ଧ୍ୟାରେ ରୋଷେଇ ଚାଲିଥିବା ସମୟରେ ହଠାତ…