ଢେଙ୍କାନାଳ : ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି, ସ୍ୱାମୀ, ସ୍ତ୍ରୀ ଓ ମା ଗୁରୁତର

ଢେଙ୍କାନାଳ : ମୋଟଗାଁ ଥାନା ହିନ୍ଦୋଳ ରୋଡ ବାଙ୍ଗୁରସିଂହ ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ସ୍ୱାମୀ, ସ୍ତ୍ରୀ ଓ ମା ଗୁରୁତର । ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସ ଟାଙ୍କି ଫାଟିଯିବାରୁ ବଗା ପ୍ରଧାନଙ୍କ ପରିବାରରୁ ୩ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ବଗା ପ୍ରଧାନଙ୍କ ଘର ସହ ୧୦ରୁ ଅଧିକ ଘର ପୋଡିଯାଇଛି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.