ଖୋର୍ଦ୍ଧା ବାଣପୁର ଗମ୍ଭାରୀମୁଣ୍ଡା ଗାଁରେ ଅଘଟଣ: ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର

ଟାଙ୍ଗୀ(କେନ୍ଯୁଜ୍): ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର । ୫ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡାରେ ଅଘଟଣ । ଗାଁର ଦେବ ପ୍ରଧାନଙ୍କ ଘରେ ଗ୍ୟାସ ଚୁଲା ଲଗାଇବା ବେଳେ ଲିକ୍‌ ହୋଇଥିଲା । ପରେ ଘରେ ନିଆଁ ଲାଗିଯାଇଥିଲା ।

ଏଥିରେ ୨ ଜଣ ଆହତ ହୋଇଛନ୍ତି । ୫ ଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.