Browsing Tag

cylinder blast

ଷ୍ଟିଲ ପ୍ଲାଣ୍ଟରେ ସିଲିଣ୍ଡର ଫାଟି ୩ ଶ୍ରମିକ ଗୁରୁତର, ଜଣଙ୍କ ଅବସ୍ଥା ସଙ୍କଟପନ୍ନ

ଚମ୍ପୁଆ (କେନ୍ୟୁଜ): ବଡ଼ବିଲ ସ୍ଥିତ ଆରିୟା ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା l ଅକ୍ସିଜେନ ସିଲିଣ୍ଡର ଫାଟି ୩ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟପନ୍ନ ରହିଛି। ସମସ୍ତଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ଗାଡିରୁ ସିଲିଣ୍ଡର ଅନଲୋଡ଼ ବେଳେ…

ରୋଷେଇ କରୁଥିଲେ ମହିଳା, ହଠାତ୍‌ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ

ବ୍ରହ୍ମପୁର(କେନ୍ୟୁଜ୍):ରୋଷେଇ କରୁଥିଲେ ମହିଳା । ହଠାତ୍‌ ଜଳିଲା ସିଲିଣ୍ଡର । ରୋଷେଇ କରୁଥିବା ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ବଡ ଅଘଟଣରୁ ବର୍ତ୍ତିଲେ ପୁରା ପରିବାର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖିଲିଙ୍ଗା ଗାଁର କୈଳାସ ପ୍ରଧାନଙ୍କ ରୋଷେଇ କରୁଥିବା ବେଳେ ରୋଷେଇ ଘରେ…

ସିଲିଣ୍ଡର ଫାଟିବା ଯୋଗୁଁ ଗଳିପଡିଲା ୨ ମହଲା କୋଠା: ୩ ମୃତ, ଅନେକ ଦବିଥିବା ଆଶଙ୍କା

ଗାଜିଆବାଦର ଲୋନୀରେ ଅମନ ଗାର୍ଡେନ କଲୋନୀରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଦୁଇ ମହଲା ଘର ଭାଙ୍ଗିପଡିଛି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସିଲିଣ୍ଡର ଫାଟିବା ଯୋଗୁଁ ଦୁଇ ମହଲା ଘର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡିଥିଲା। ଯେଉଁ କାରଣ ଯୋଗୁଁ ଘରେ ଥିବା…

ନଦୀ ମଝିରେ ଅଘଟଣ : ଡଙ୍ଗାରେ ଖାଦ୍ୟ ତିଆରି କରିବା ବେଳେ ଫାଟିଲା ସିଲିଣ୍ଡର, ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ପାଟନା: ବିହାରର ପାଟନାରେ ଖାଇବା ବନାଇବା ସମୟରେ ସିଲିଣ୍ଡର ଫାଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ପାଟନାର ମନେରସ୍ଥିତ ରାମପୁର ପତିଲା ଘାଟରେ ଏକ ଡଙ୍ଗାରେ ଏହି ବିସ୍ଫୋରଣ ଘଟିଛି। Bihar: LPG cylinder blast on boat in Sone river kills…

ଜଳଖିଆ ଦୋକାନରେ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ, କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ସୋର(କେନ୍ୟୁଜ୍): ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ । ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ଛକ ନିକଟରେ ଅଘଟଣ । ଜଳଖିଆ ଦୋକାନରେ ଥିବା ଗ୍ୟାସ୍‌ ଟାଙ୍କିରୁ ନିଆଁ ଲାଗି ପାଖରେ ଥିବା ତେଜରାତି ଦୋକାନ ଓ ଏକ ଭେରାଇଟି ଷ୍ଟୋରକୁ ନିଆଁ ବ୍ୟାପିଥିଲା । ନିଆଁ…

ଭୁବନେଶ୍ୱର ଆଇଗିଣିଆ କୁଲେଶ୍ୱରୀ ବସ୍ତିରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୨ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ସ୍ଥିତ ଆଇଗିଣିଆ କୁଲେଶ୍ୱରୀ ବସ୍ତିରେ ଫାଟିଲା ଗ୍ୟାସ୍ ସିଲିଣ୍ଡର । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରୋଷେଇ କଲାବେଳେ ହଠାତ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା।…

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଉଡ଼ିଲା ଘରର ଛାତ,ଭାଙ୍ଗିଲା କାନ୍ଥ

ଗଞ୍ଜାମ(କେନ୍ୟୁଜ୍): ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଉଡ଼ିଲା ଘରର ଛାତ। ଭାଙ୍ଗିଲା କାନ୍ଥ। ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଅଘଟଣ। ଏଥିରେ ୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଘରେ ହଠାତ ପ୍ରଚଣ୍ଡ ଶବ୍ଦ ସହ…

ଗ୍ୟାସ୍ ଭରିବା ସମୟରେ ଫାଟିଲା ସିଲିଣ୍ଡର, ୩ ଶ୍ରମିକ ଗୁରୁତର

ବଲାଙ୍ଗିର(କେନ୍ୟୁଜ୍): ଗ୍ୟାସ୍ ଭରିବା ସମୟରେ ଫାଟିଲା ସିଲିଣ୍ଡର। କ୍ରସରରେ ସିଲିଣ୍ଡର ଫାଟି ତିନି ଶ୍ରମିକ ଗୁରୁତର। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ ଏହି ଘଟଣା ଘଟିଛି। ଭୂତିଆରବାହାଲ ଗାଁର ଏକ କ୍ରସରରେ ଶ୍ରମିକ ମାନେ କାମ କରୁଥିବା ସମୟରେ, ନାଇଟ୍ରୋଜେନ ସିଲିଣ୍ଡର…

ଖୋର୍ଦ୍ଧା ବାଣପୁର ଗମ୍ଭାରୀମୁଣ୍ଡା ଗାଁରେ ଅଘଟଣ: ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର

ଟାଙ୍ଗୀ(କେନ୍ଯୁଜ୍): ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର । ୫ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡାରେ ଅଘଟଣ । ଗାଁର ଦେବ ପ୍ରଧାନଙ୍କ ଘରେ ଗ୍ୟାସ ଚୁଲା ଲଗାଇବା ବେଳେ ଲିକ୍‌ ହୋଇଥିଲା । ପରେ ଘରେ ନିଆଁ ଲାଗିଯାଇଥିଲା । ଏଥିରେ ୨ ଜଣ…

ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଫାଟି ଲାଗିଲା ନିଆଁ, ୪ ମୃତ ଓ ଜଣେ ଗୁରୁତର

ଦିଲ୍ଲୀ ସ୍ଥିତ ଫାର୍ଶ ବଜାରରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଶୋଇଥିବା ସମୟରେ ବିଳମ୍ୱିତ ରାତିରେ ଏପରି ଘଟଣା ଘଟି ଥିବାର ଜଣାପଡିଛି । ପରେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ…

ଚୁଲି ନିଆଁ କୁହୁଳି ରାତି ଅଧରେ ଫାଟିଲା ସିଲିଣ୍ଡର, ଜିଅଁନ୍ତା ଜଳିଗଲେ ପରିବାରର ୫ ଜଣ

ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ। ସୋମବାର ବିହାରର କିଶନଗଞ୍ଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଲିଣ୍ଡର ଫାଟିଯାଇ ଏଠାରେ ପରିବାରର ୫ ଜଣ ଜିଅଁନ୍ତା ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ବାପା ଓ ୪ ପିଲା ଅଛନ୍ତି। ତେବେ ସୌଭାଗ୍ୟବଶତଃ ମା’ ବଞ୍ଚିଯାଇଛନ୍ତି।…

ଭୁବନେଶ୍ବର ବୁଦ୍ଧେଶ୍ବରୀ ମନ୍ଦିର ନିକଟସ୍ଥ ଗୁପ୍ତାସ୍ ସୁଇଟ୍ସରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ୪ ଆହତ

ଭୁବନେଶ୍ବର : କଟକ ରୋଡ଼ ବୁଦ୍ଧେଶ୍ବରୀ ମନ୍ଦିର ନିକଟରେ ଥିବା ଗୁପ୍ତାସ୍ ସୁଇଟ୍ସରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ। ଗତକାଲି ରାତିରେ ଗଟିଥିଲା ଏହି ଅଘଟଣ । ଏଥିରେ ଦୋକାନର ୪ ଜଣ କର୍ମଚାରୀ ଆହତ ଥିବାବେଳେ, ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି…