Below header

ରୋଷେଇ କରୁଥିଲେ ମହିଳା, ହଠାତ୍‌ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ

ବ୍ରହ୍ମପୁର(କେନ୍ୟୁଜ୍):ରୋଷେଇ କରୁଥିଲେ ମହିଳା । ହଠାତ୍‌ ଜଳିଲା ସିଲିଣ୍ଡର । ରୋଷେଇ କରୁଥିବା ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ବଡ ଅଘଟଣରୁ ବର୍ତ୍ତିଲେ ପୁରା ପରିବାର ।

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖିଲିଙ୍ଗା ଗାଁର କୈଳାସ ପ୍ରଧାନଙ୍କ ରୋଷେଇ କରୁଥିବା ବେଳେ ରୋଷେଇ ଘରେ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ଘରୁ ବାହାରକୁ ଚାଲି ଆସିଥିଲେ ପରିବାର ଲୋକ । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.