ରାଉରକେଲାରେ ମିଠା ଦୋକାନରେ ଅଗ୍ନିକାଣ୍ଡ, ଜଣେ ମୃତ

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ମିଠା ଦୋକାନରେ ଅଗ୍ନିକାଣ୍ଡ, ଜଣେ ମୃତ । ପାନପୋଷ ଛକ ନିକଟ ମିଠା ଦୋକାନରେ ଅଗ୍ନିକାଣ୍ଡ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି। ନିଆଁ ଲିଭାଇବାରେ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.