Below header
Browsing Tag

cylinder blast

ଚୁଲି ନିଆଁ କୁହୁଳି ରାତି ଅଧରେ ଫାଟିଲା ସିଲିଣ୍ଡର, ଜିଅଁନ୍ତା ଜଳିଗଲେ ପରିବାରର ୫ ଜଣ

ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ। ସୋମବାର ବିହାରର କିଶନଗଞ୍ଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଲିଣ୍ଡର ଫାଟିଯାଇ ଏଠାରେ ପରିବାରର ୫ ଜଣ ଜିଅଁନ୍ତା ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ବାପା ଓ ୪ ପିଲା ଅଛନ୍ତି। ତେବେ ସୌଭାଗ୍ୟବଶତଃ ମା’ ବଞ୍ଚିଯାଇଛନ୍ତି।…

ଭୁବନେଶ୍ବର ବୁଦ୍ଧେଶ୍ବରୀ ମନ୍ଦିର ନିକଟସ୍ଥ ଗୁପ୍ତାସ୍ ସୁଇଟ୍ସରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ୪ ଆହତ

ଭୁବନେଶ୍ବର : କଟକ ରୋଡ଼ ବୁଦ୍ଧେଶ୍ବରୀ ମନ୍ଦିର ନିକଟରେ ଥିବା ଗୁପ୍ତାସ୍ ସୁଇଟ୍ସରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ। ଗତକାଲି ରାତିରେ ଗଟିଥିଲା ଏହି ଅଘଟଣ । ଏଥିରେ ଦୋକାନର ୪ ଜଣ କର୍ମଚାରୀ ଆହତ ଥିବାବେଳେ, ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି…

ମଧ୍ୟପ୍ରଦେଶ ଗ୍ଵାଲିୟରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ତିନି ମୃତ, ୬ ଜଣ ଗୁରୁତର

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଗ୍ଵାଲିୟରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ । ସିଲିଣ୍ଡର ଫାଟିବା ଯୋଗୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଉତ୍ତରପ୍ରଦେଶ ମହମ୍ମଦାବାଦ ଅଞ୍ଚଳରେ ଫାଟିଲା ସିଲିଣ୍ଡର: ବିସ୍ଫୋରଣରେ ୧୦ମୃତ, ୩୦ରୁ ଅଧିକ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସିଲିଣ୍ଡର ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଏକାଧିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଇଛି । ମୋହମ୍‌ଦାବାଦର ବଲିଦପୁର ଗାଁରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଜଣଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଫଳରେ ଘରର କୋଠା ଭୁଶୁଡ଼ି…

ଯାଜପୁର: ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା 4 ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଯାଜପୁର ଟାଉନ(କେନ୍ୟୁଜ୍): ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା 4 ବଖରା ଘର,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ, ବିଂଝାରପୁର ବ୍ଲକ ରାହସ ଗୁହାଳି ଗାଁ ରେ ଘଟିଛି ଏଭଳି ଅଘଟଣ। ଗାଁ ର ବିଜୟ ମଲ୍ଲିକ ଙ୍କ ଘରେ ଆଜି ଅପରାହ୍ନରେ ଗ୍ୟାସ ଟାଙ୍କି ହଠାତ ବିସ୍ଫୋରଣ ଘଟିଥିଲା। ଫଳରେ ଘରର ସମସ୍ତ…

ଢେଙ୍କାନାଳ : ଗ୍ୟାସ୍ ଲିକରୁ ଲାଗିଲା ନିଆଁ, ମା’-ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ (କେନ୍ଯୁଜ୍) : ଚା କରିବା ବେଳେ ଗ୍ୟାସ୍ ଲିକରୁ ଲାଗିଲା ନିଆଁ । ଜଳିଗଲେ ମାଆ ଓ ଝିଅ । ଏଭଳି ଅଭିବାନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନୂଆ ଭୁବନ ଗାଁରେ । ମୃତକମାନେ ହେଲେ ମମତା ଫୋତଳ ଓ ତାଙ୍କ ଝିଅ ଜୋତ୍ସ୍ନା ପୋଥଳ । ଆଜି ସକାଳେ ଜୋତ୍ସ୍ନା ଚା କରୁଥିବା ବେଳେ ଗ୍ୟାସ୍…