Below header

ଉଠା ଦୋକାନ ପକେଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ଡିସିପି ଅଫିସ ସମ୍ମୁଖ ପାଲଟିଲା ରଣକ୍ଷେତ୍ର

ଉଠା ଦୋକାନ ପକେଇବାକୁ ନେଇ ଗୋଷ୍ଠୀ ସଂଘର୍ଷ । ଡିସିପି ଅଫିସ ସମ୍ମୁଖ ପାଲଟିଲା ରଣକ୍ଷେତ୍ର । 

ଉଠା ଦୋକାନ ପକେଇବାକୁ ନେଇ ଗୋଷ୍ଠୀ ସଂଘର୍ଷ । ଡିସିପି ଅଫିସ ସମ୍ମୁଖ ପାଲଟିଲା ରଣକ୍ଷେତ୍ର । ରଙ୍ଗ ସାଇଡ଼ରେ ଗାଡି ନେବାରୁ ଯୁକ୍ତିତର୍କରୁ ତୁମୁଳକାଣ୍ଡ । ଦୁଇପକ୍ଷରୁ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପଡୁଥିଲା ଉଠା ଦୋକାନ ।

ପ୍ରତେକ ଉଠାଦୋକାନରୁ ବଟି ଆଦାୟ ନେଇ ଆସୁଥିଲା ଅଭିଯୋଗ । କୁଜି ନେତାଙ୍କ ପ୍ରରୋଚନାରେ ବଟି ଆଦାୟ ହେଉଥିବା ଅଭିଯୋଗ । ଗଣ୍ଡଗୋଳରେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ୨ ପକ୍ଷରୁ ଏତଲା ହେବାପରେ ତଦନ୍ତ ଚଳାଇଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.