Below header

ଲିଫ୍ଟରେ ଫସି ହଟହଟା ହେଲେ ୩ ଜଣ ହବିଷିଆଳି, ଅଣନିଶ୍ୱାସୀ ହୋଇପଡିବାରୁ ମେଡିକାଲରେ ଭର୍ତ୍ତି

ପୁରୀ(କେନ୍ୟୁଜ୍): ଲିଫ୍ଟରେ ଫସି ହଟହଟା ହେଲେ ହବିଷିଆଳି। ପୁରୀ ବୃନ୍ଦବତୀ ନିବାସର ପଛପଟ ଲିଫ୍ଟରେ ତିନି ମହଲା ଉପରକୁ ଯାଉଥିବା ସମୟରେ ଲିଫ୍ଟ ଅଧାରେ ଅଟକି ଯାଇଥିଲା।

ଫଳରେ ସେଥିରେ ଥିବା ୩ ଜଣ ଜଣ ହବିଷିଆଳି ଫସି ରହି ଅଣନିଶ୍ୱାସୀ ହୋଇଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଅତ୍ୟଧିକ ଭୟଭୀତ ହୋଇ ହବିଷିଆଳି ମାନେ ଅସୁସ୍ଥ ହୋଇପଡିଥିଲେ। ପରେ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.