Below header

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ରେକର୍ଡ ବର୍ଷା

 ଭୁବନେଶ୍ୱର(କେନ୍ୟୁଜ୍): ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ରେକର୍ଡ ବର୍ଷା । ଭୁବନେଶ୍ୱରରେ ୧୪୩.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବାଲେଶ୍ୱରରେ ୧୪୧.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲିରେ ୧୨୩.୨ ମିଲିମଟର ବର୍ଷା ହୋଇଛି । କଟକରେ ୧୧୩.୨ ମିଲିମିଟର ବର୍ଷା ହୋଇଛି । ଗୋପାଳପୁରରେ ୯୦.୪ ମିଲିମିଟର ଓ ପୁରୀରେ ୮୮.୪ ମିଲିମିଟର ବର୍ଷା ହୋଇଛି । ତେବେ ଏସବୁ ସ୍ଥାନରେ ଆଜି ପାଗ ମେଘୁଆ ଥିବା ବେଳେ କିଛି ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.