Below header

ଆସିଲା ଓଡ଼ିଶା ହକି ବିଶ୍ବ କପର ଅଫିସିଆଲ ମ୍ୟୁଜିକ୍ ଭିଡ଼ିଓ , ଦେଖନ୍ତୁ ..

ଭୁବନେଶ୍ବର : ବହୁ ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟରେ ଏବେ ହକି କ୍ରେଜ୍ ଚାଲିଥିବା ବେଳେ ଲଞ୍ଚ କରିଛି ଅଫିସିଆଲ ମ୍ୟୁଜିକ୍ ଭିଡ଼ିଓ ଜୟ ହିନ୍ଦ ଇଣ୍ଡିଆ। ଏହା ବିଷୟରେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ପ୍ରସିଦ୍ଧ ଗାୟକ ଏ ଆର ରେହେମାନ୍। ପୂର୍ବରୁ ଏହାର ଟିଜର ଆସିଥିବା ବେଳେ ଏହାକୁ ଉଦଘାଟନ ସମାରୋହରେ ଗାଇଥିଲେ ରେହେମାନ୍। ଯାହାର ଭିଡ଼ିଓ ଏବେ ଲଞ୍ଚ କରିବା ସହ କରିଛି ଫୁଲ ଧମାଲ।

କିଛି ଦିନ ପୂର୍ବେ ଜୟ ହିନ୍ଦ ଇଣ୍ଡିଆର ଏକ ଟିଜର ଦେଖିବାକୁ ମିଳିଥିଲା । ଏଥିରେ ଶାହାରୁଖ ଖାନ୍ ଓ ଏ. ଆର.ରେହେମାନଙ୍କୁ ନଜର ଆସିଥିଲେ । ତେବେ ଏହି ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.