Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ବନ୍ଧୁ ମିଳନ ଯୋଗ ରହିଛି ।

brushaବୃଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାରରେ ଶାନ୍ତି ଦେଖାଦେବ ।

mithunaମିଥୁନ : ଧନଲାଭ ଯୋଗ ରହିଛି । ଗାଡ଼ି ଚଳାଇବା ସମୟରେ ସାବଧାନ ରହିବା ଆବଶ୍ୟକ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

karkataକର୍କଟ : ପାରିବାରିକ ସମସ୍ୟା ଦୂର ହେବ । ମନକୁ ଆୟତ୍ତରେ ରଖନ୍ତୁ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।

singhaସିଂହ : ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧର୍ମ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

kanyaକନ୍ୟା : ସନ୍ତାନକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସମସ୍ୟା ଦୂର ହେବ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

tulaaତୁଳା : ଆୟ ମଧ୍ୟମ ରହିବ । ଧର୍ମକାର‌୍ୟ୍ୟରେ ଯୋଗ ଦେବେ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ ।

bichhaବିଛା : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଛୋଟ ଛୋଟ କଥାରେ ବ୍ୟତିବ୍ୟସ୍ତତା ଦେଖାଦେବ ।

dhanuଧନୁ : ଧର୍ମକାର୍ଯ୍ୟରେ ଯୋଗ ଦେଇପାରନ୍ତି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଆଜି ଦିନଟି ଭଲରେ କଟିବ ।

makaraମକର : ପରିବାରରେ ମନ ମିଳାଇ ଚଳନ୍ତୁ । ଧର୍ମକାର୍ଯ୍ୟରେ ଯୋଗ ଦେବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

kumbhaକୁମ୍ଭ : ପାରିବାରିକ ସମସ୍ୟା ଦେଖାଦେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ମାନସମ୍ମାନ ପ୍ରାପ୍ତି ହେବ ।

minaମୀନ : ଧନ ଲାଭ ଯୋଗ ରହିଛି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.