Below header

ଭିଜିଲାନ୍ସ ହାତରେ ସୁରକ୍ଷାକର୍ମୀ : ୫୦ହଜାର ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଖୋର୍ଦ୍ଧା(କେନ୍ଯୁଜ୍)  :ଜଟଣୀ ଥାନା ଅଧିକାରୀ ଗିରଫ । ଲାଞ୍ଚ ନେବାବେଳେ IIC ସଞ୍ଜୀବ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ୫୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ କଟକ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି । ଏକ କେସ୍‌ ଦଫାରଫା ପାଇଁ ସେ ଲାଞ୍ଚ ନେଉଥିଲେ । ତାଙ୍କ ଜଟଣୀସ୍ଥିତ ବାସଭବନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.