Below header

ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ, ସୃଷ୍ଟି ହୋଇଛି ୧୦ ଫୁଟର ଘାଇ

କନ୍ଧମାଳ (କେନ୍ଯୁଜ୍): ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ । କନ୍ଧମାଳ ଜିଲ୍ଲା କୋକସରା ବ୍ଳକର ମାଝୀଗୁଡ଼ା ନିକଟରେ କେନାଲ ବନ୍ଧ ଭାଙ୍ଗିବା ସହ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଚାଷୀଙ୍କ ଜମିରେ ମାଡିଯାଇଛି ପାଣି ।

ଚଳିତବର୍ଷ ପ୍ରଥମ ଥର ଇନ୍ଦ୍ରବାତୀରୁ ଚାଷୀଙ୍କ ଜମିକୁ ପାଣି ଛଡାଯାଇଥିଲା। ହେଲେ ପ୍ରଥମ ଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ । ଚାଷଜମିରେ ପାଣି ମାଡିଯାଇଥିବାରୁ କୋକସରା ଓ ମାଝୀଗୁଡା ଅଞ୍ଚଳରେ ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.