ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ସାର୍ଟିଫିକେଟ ହାସଲ କଲା ବ୍ଲୁ ଫ୍ଲାଗ ବିଚ୍
ଗଞ୍ଜାମର ସୁନାପୁର ବିଚକୁ ମିଳିଲା ବ୍ଲ ଫ୍ଲାଗ ମାନ୍ୟତା। ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ସାର୍ଟିଫିକେଟ ହାସଲ କରଛି ବ୍ଲୁ ଫ୍ଲାଗ ବିଚ୍। ଡେନ୍ ମାର୍କ ସ୍ଥିତ ଫାଉଣ୍ଡେସନ ଫର୍ ଏନଭରନମେଣ୍ଟ ଏଜୁକେସନ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି।

ଗଞ୍ଜାମ(କେନ୍ୟୁଜ): ଗଞ୍ଜାମର ସୁନାପୁର ବିଚକୁ ମିଳିଲା ବ୍ଲ ଫ୍ଲାଗ ମାନ୍ୟତା। ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ସାର୍ଟିଫିକେଟ ହାସଲ କରଛି ବ୍ଲୁ ଫ୍ଲାଗ ବିଚ୍। ଡେନ୍ ମାର୍କ ସ୍ଥିତ ଫାଉଣ୍ଡେସନ ଫର୍ ଏନଭରନମେଣ୍ଟ ଏଜୁକେସନ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। ବ୍ଲୁ ଫ୍ଲାଗ ବିଚ୍ ହେଉଛି ଏକ ଇକୋ ଟୁରିଜିମ୍ ମଡେଲ୍। ଏହି ବିଚର ସମୁଦ୍ର ପାଣି ଗାଧୁଆ ପାଇଁ ସୁରକ୍ଷିତ ଓ ସ୍ବାସ୍ଥ୍ୟ ଉପଯୋଗୀ।