Below header

ନୂଆପଡା: ୨୦ ହଜାର ଟଙ୍କା ଲାଞ୍ଚନେଇ ଗିରଫ ହେଲେ ଖଡ଼ିଆଳ ସବରେଜିଷ୍ଟ୍ରାର ଅଫିସ ଜୁନିୟର କ୍ଲର୍କ ସଂଜୟ ନାୟକ

ନୂଆପଡ଼ା(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସବରେଜିଷ୍ଟ୍ରାର ଅଫିସ ଜୁନିୟର କିରାଣୀ ସଂଜୟ ନାୟକ । ଜଣେ ବ୍ୟକ୍ତିଙ୍କଠାରୁ ଜମି ରେଜିଷ୍ଟ୍ରି କରି ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଏନେଇ ଭବାନୀପାଟଣା ଭିଜିଲାନ୍ସ ବିଭାଗ ଡିଏସପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.