Below header

ଜଗତସିଂହପୁର ପାଣି ଉଠାଉଥିବାବେଳେ ବୁଡିଗଲେ କାଉଡିଆ,ଜଣେ ନିଖୋଜ ଓ ଆଉ ଜଣେ ଉଦ୍ଧାର

ଜଗତସିଂହପୁର : ପାଣି ଉଠାଉଥିବାବେଳେ ବୁଡିଗଲେ କାଉଡିଆ। ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀ ଝୁଲବାବା ମଠପାଖ ମହାନଦୀ ଘାଟରେ ଏହି ଅଘଟଣ ଘଟଛି। ନିଖୋାଜ ଯୁବକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପିପଳମାଧବ ମହମ୍ମଦାବାଦର ଗାଁର ରାଜକିଶୋର ଦାସଙ୍କ ପୁଅ ଗୁଡୁ । ଗୁରୁତର ଅବସ୍ଥାରେ ସରୋଜ ନାଥଙ୍କୁ ଉଦ୍ଧାର କରି ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ମହାଦେବଙ୍କୁ ଜଳଲାଗି ପାଇଁ ଦୁଇ ଜଣ ପାଣି ଉଠାଉଥିବାବେଳେ ବୁଡି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.