Below header

ମାଲକାନଗିରି: ବିଡିଓଙ୍କୁ ହଟାଇବା ଦାବିରେ ଖଇରପୁଟ ବ୍ଳକ୍‌ ବନ୍ଦ ଡାକରା

ମାଲକାନଗିରି: ବିଡିଓଙ୍କୁ ହଟାଇବା ଦାବିରେ ଖଇରପୁଟ ବନ୍ଦ। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଳକ୍‌ରେ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଲୋକେ । ଏହାର ପ୍ରଭାବରେ ଦୋକାନ ବଜାର, ସ୍କୁଲ, ଅଫିସ ସବୁ ବନ୍ଦ ରହିଛି । ବିଡିଓଙ୍କୁ ତୁରନ୍ତ ବଦଳି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ବିଡିଓ ଦୁର୍ନୀତିରେ ଜଡିତ ଓ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ନେଇ ନେଇ ଖଇରାପୁଟ ବନ୍ଦ ଡାକରା ଦିଆଯାଇଛି । ଗତକାଲି ବ୍ଳକ୍‌ କାର୍ଯ୍ୟାଳୟରେ ତାଲା ପକାଇବା ସହ ବିରାଟ ରାଲି କରିଥିଲେ ସ୍ଥାନୀୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.