ମୁଖିଗୁଡ଼ା OHPC ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ନିଖୋଜ

ଜୟପାଟଣା : OHPC ଜେନେରାଲ ମ୍ୟାନେଜର ନିଖୋଜ। ମୁଖିଗୁଡ଼ା OHPC ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ନିଖୋଜ ହୋଇଯାଇଛନ୍ତି। ନାରାୟମ ପ୍ରସାଦ ମଙ୍ଗଳବାର ଅଫିସ୍‌ ଆସି ଆଉ ଘରକୁ ଫେରିନଥିଲେ। ଏହାପରେ ନିଖୋଜ ନେଇ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ। ଜୟପାଟଣା ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.