Below header

କିଟ୍‌ ଓ କିସ୍‌ରେ ଖେଲୋ ଇଣ୍ଡିଆ ରାଇଜିଙ୍ଗ ଟାଲେଣ୍ଟ ଆଇଡେଣ୍ଟିଫିକେସନ କାର୍ଯ୍ୟକ୍ରମ

କିଟ୍‌ ଓ କିସ୍‌ର ଦୂତୀ ଚାନ୍ଦ ଅଥେଲେଟିକ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ରାଇଜିଙ୍ଗ ଟାଲେଣ୍ଟ ଆଇଡେଣ୍ଟିଫିକେସନ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି l ଆଜି ଆରମ୍ଭ ହେଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବକ ଓ ଯୁବତୀ ଭିତରେ ଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା l

ଭୁବନେଶ୍ବର(କେନ୍ୟୁଜ୍‌) : କିଟ୍‌ ଓ କିସ୍‌ର ଦୂତୀ ଚାନ୍ଦ ଅଥେଲେଟିକ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ରାଇଜିଙ୍ଗ ଟାଲେଣ୍ଟ ଆଇଡେଣ୍ଟିଫିକେସନ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି l ଆଜି ଆରମ୍ଭ ହେଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବକ ଓ ଯୁବତୀ ଭିତରେ ଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା l ୯ରୁ ୧୮ବର୍ଷର ଯୁବକ ଓ ଯୁବତୀ ଏଥିରେ ଅଂଶଗ୍ରହଣ କରିପାରିବେ l ପାଠ ପଢ଼ିବା ସହିତ ଖେଳ ପ୍ରତି ଆଗ୍ରହ ଥିବା ପ୍ରତିଯୋଗୀଙ୍କ ପାଇଁ ଏହା ବଡ଼ ସୁଯୋଗ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.