Below header

୧୧ରେ ପ୍ରଥମ ପର୍ଯ୍ୟାୟ କୋରାପୁଟ ଲୋକସଭା ପାଇଁ ହେବ ମତଦାନ

କୋରାପୁଟ (କେନ୍ୟୁଜ୍) : ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଲୋକସଭା ପାଇଁ ମତଦାନ ହେବ। ୭ଟି ସିଟରୁ ୪ଟି ବିଜେଡି ଓ ୩ଟି କଂଗ୍ରେସ ହାତରେ ଅଛନ୍ତି । ଗୁଣୁପୁର, ବିଷମକଟକ, ରାୟଗଡ଼ା, ପଟ୍ଟାଙ୍ଗୀ ବିଜେଡି ହାତରେ ରହିଛି । ଲକ୍ଷ୍ମୀପୁର, କୋରାପୁଟ ଓ ଜୟପୁର କଂଗ୍ରେସ ଦଖଲରେ ରହିଛି । ଏଥର କିଭଳି ନେତାଙ୍କୁ ବାଛିବେ ପ୍ରାର୍ଥୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.