Below header

ବାଗଚୀ-ଶ୍ରୀଶଙ୍କର କ୍ୟାନସର ହସପିଟାଲର ଶିଳାନ୍ୟାସ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଆଜି ବାଗଚୀ-ଶ୍ରୀଶଙ୍କର କ୍ୟାନସର ହସପିଟାଲର ଶିଳାନ୍ୟାସ ହୋଇଛି । ରାଜଧାନୀ ଉପକଣ୍ଠ ଇନଫୋଭ୍ୟାଲି ନିକଟରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କ୍ୟାନସର ଚିକିତ୍ସା ଓ ଗବେଷଣା କେନ୍ଦ୍ର । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ଆରମ୍ଭ ହେବ । ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ପରେ ଏହାକୁ ୫୦୦ ଶଯ୍ୟାକୁ ବିସ୍ତାରିତ ହେବ ।

ଏଥିପାଇଁ ରାଜ୍ୟ ସରକାର ୨୦ ଏକର ଜମି ଦେଇଥିବା ବେଳେ ବାଗଚୀ ଦମ୍ପତ୍ତି ୨୧୦ କୋଟି ଟଙ୍କା ଯୋଗଇବେ । ସେହିଭଳି ପାଲିଏଟିଭ୍‌ କେୟାର ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଦେବେ । ଏଥିପାଇଁ ବାଗଚୀ ଦମ୍ପତ୍ତି ୧୩୦ କୋଟି ଟଙ୍କାର ସହାୟତା ଯୋଗାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.