Below header

ଗାର୍ଡ ବଗି ଛାଡ଼ି ୨୦୦ ମିଟର ପଳାଇଲା କୋଇଲା ବୋଝେଇ ଟ୍ରେନ୍‌

ଗାର୍ଡ ବଗି ଛାଡ଼ି ପଳାଇଲା କୋଇଲା ବୋଝେଇ ଟ୍ରେନ୍‌ । ଦୁଇଶହ ମିଟର ପଳାଇଲା ମାଲଗାଡ଼ି । ଆଜି ସକାଳେ ସୋର ଷ୍ଟେସନରେ ଏହି ଘଟଣା ଘଟିଥିଲା । ଡାଉନ୍‌ ଲାଇନରେ ଖଡଗପୁର ଦିଗକୁ ଏକ କୋଇଲା ବୋଝେଇ ଟ୍ରେନ ଯାଉଥିଲା ।

ସୋର(କେନ୍ୟୁଜ୍): ଗାର୍ଡ ବଗି ଛାଡ଼ି ପଳାଇଲା କୋଇଲା ବୋଝେଇ ଟ୍ରେନ୍‌ । ଦୁଇଶହ ମିଟର ପଳାଇଲା ମାଲଗାଡ଼ି । ଆଜି ସକାଳେ ସୋର ଷ୍ଟେସନରେ ଏହି ଘଟଣା ଘଟିଥିଲା । ଡାଉନ୍‌ ଲାଇନରେ ଖଡଗପୁର ଦିଗକୁ ଏକ କୋଇଲା ବୋଝେଇ ଟ୍ରେନ ଯାଉଥିଲା ।

ଷ୍ଟେସନଠାରୁ ୨ଶହ ମିଟର ଯିବା ପରେ ଗାର୍ଡ ବଗି ଛାଡି ଚାଲି ଯାଇଥିଲା କୋଇଲା ବୋଝେଇ ଟ୍ରେନ୍‌ । ୩୦ ମିନିଟ୍‌ ପରେ ବାହାନଗା ଷ୍ଟେସନ ପୂର୍ବରୁ ଫେରିଥିଲା ଟ୍ରେନ୍‌ । ପୁଣି ଗାର୍ଡ ବଗି ସଂଯୋଗ କରି ଗନ୍ତବ୍ୟ ସ୍ଥଳକୁ ଅଭିମୁଖେ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.