Below header

ଅନୁଭବ ମୋତେ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ, ହିତାହିତ ଜ୍ଞାନ ଭୁଲି ଖରାପ ଭାଷାରେ ଗାଳି ଗୁଲଜ କରୁଥିଲେ

କଟକ ଏସ୍‌ଡିଜିଏମ୍ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ଦାଖଲ କରିଥିବା ପିଟିସନ୍‌ରେ ଅନେକ ଅଭିଯୋଗ ରହିଛି ସ୍ୱାମୀ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ । ଆସନ୍ତୁ ନଜର ପକାଇବା କଣ ସେହି ସବୁ ଅଭିଯୋଗ ।

ମୋତେ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ

ଅନୁଭବଙ୍କ ସହ ଫିଲ୍ମ କରିଥିଲେ ବି ମୋତେ ଟଙ୍କାଟିଏ ମିଳି ନଥିଲା

ଏ ବାବଦରେ ପ୍ରାୟ ୨୦ ଲକ୍ଷ ଟଙ୍କା ପାଇଥାନ୍ତି

ବାହାଘର ପରେ ଫିଲ୍ମରେ ଅଭିନୟ କରିବାକୁ ମନା କରିଥିଲେ

ଅନ୍ୟ କାହା ସହ ଫିଲ୍ମରେ ଅଭିନୟ କରିବାକୁ ମନା କରିଥିଲେ

ଇଣ୍ଡଷ୍ଟ୍ରୀରେ ଅନ୍ୟ ଯୁବତୀଙ୍କ ସହ ଅନୁଭବ ସମ୍ପର୍କ ରଖିଥିଲେ

ଏହାକୁ ପରିବାର ଲୋକେ ମଧ୍ୟ ସମର୍ଥନ କରୁଥିଲେ

ଅନୁଭବଙ୍କ ଫିଲ୍ମ ଜୀବନରେ ହସ୍ତକ୍ଷେପ ନକରିବାକୁ ତାଙ୍କ ବାପା ମା ଧମକ ଦେଉଥିଲେ

ଅନୁଭବ ଅଭ୍ୟାସ ଗତ ଭାବେ ମଦ ପିଅନ୍ତି

ବାହାଘର ପରଠାରୁ ସାମାନ୍ୟ ହାତ ଖର୍ଚ୍ଚ ପାଇଁ ବି ଅନୁଭବ କେବେବି ଗୋଟିଏ ପଇସା ଦେଇ ନାହାନ୍ତି

ଗତ ଜୁନ୍ ୨୦ରେ ଆପୋଷ ବୁଝାମଣାରେ ଛାଡ଼ପତ୍ର ପାଇଁ ବାଧ୍ୟ କରିଥିଲେ

ଆମ ବେଡ୍‌ରୁମ୍‌ରେ ସାଙ୍ଗକୁ ଧରି ବିଳମ୍ବିତ ରାତି ଯାଏ ମଦ ପିଉଥିଲେ

ମଦ ପିଇ ହିତାହିତ ଜ୍ଞାନ ଭୁଲି ଖରାପ ଭାଷାରେ ଗାଳି ଗୁଲଜ କରୁଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.