Below header

ଭୁବନେଶ୍ୱର : ଭୋଜି ଖାଇଲେ ଗିଫ୍ଟ ଲୁଟିଲେ, ବିବାହ ମଣ୍ଡପରୁ ଗିଫ୍ଟ ବ୍ୟାଗ୍‌ ଧରି ଛୁ ମାରିଲେ ଲୁଟେରା 

ଭୁବନେଶ୍ୱର: ଭୁବନେଶ୍ୱରରେ ଜୁଏଲ ଥିଫ୍‌ । ଗିଫ୍ଟ ବ୍ୟାଗ୍‌ ଧରି ଛୁ ମାରିଲେ ଲୁଟେରା। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ମଣ୍ଡପରୁ ଲୁଟ୍‌ ଅଭିଯୋଗ ହୋଇଛି। ରିସେପସନ୍‌କୁ ଆସି ଭୋଜି ଖାଇଲେ । ପରେ ଗିଫ୍ଟ ଲୁଟିନେଲେ ଲୁଟେରା । ସମସ୍ତେ ଫଟୋ ଉଠାଉଥିବାର ସୁଯୋଗ ନେଇ ଗିପ୍ଟ ଭର୍ତ୍ତି ବ୍ୟାଗକୁ ଲୁଟିନେଇଛି ଲୁଟେରା। ଗତ ଶନିବାର ଏହି ଲୁଟ୍‌ ହୋଇଛି । ଲୁଟ୍‌ର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.