Browsing Tag

gift bag loot

ରାଜଧାନୀ ପରେ ନୂଆପଡ଼ାରେ ଗିଫ୍ଟ ଚୋର, ବିବାହ ରିସେପସନ୍‌ ପାର୍ଟିରୁ ଉପହାର ବ୍ୟାଗ ଚୋରି କରିନେଲା ଚୋର, ଦେଖନ୍ତୁ…

ନୂଆପଡା(କେନ୍ୟୁଜ୍): ରାଜଧାନୀ ପରେ ନୂଆପଡ଼ାରେ ଗିଫ୍ଟ ଚୋର । ବିବାହ ରିସେପସନ୍‌ ପାର୍ଟିରୁ ଲକ୍ଷାଧିକ ଟଙ୍କାର ବ୍ୟାଗ୍‌ ଲୁଟିନେଇ ଲୁଟେରା ଫେରାର । ନୂଆପଡ଼ା ଜିଲ୍ଲା ଖଡିଆଳ ଅଗ୍ରସେନ ଭବନରେ ଆୟୋଜିତ ଏକ ବିବାହ ରିସେପସନ ପାର୍ଟିରେ ଏହି ଲୁଟ୍‌ ହୋଇଛି । ଗତ ୪ ତାରିଖରେ ସୁରେଶ ଗୁପ୍ତାଙ୍କ ପୁଅ…

ଭୁବନେଶ୍ୱର : ଭୋଜି ଖାଇଲେ ଗିଫ୍ଟ ଲୁଟିଲେ, ବିବାହ ମଣ୍ଡପରୁ ଗିଫ୍ଟ ବ୍ୟାଗ୍‌ ଧରି ଛୁ ମାରିଲେ ଲୁଟେରା 

ଭୁବନେଶ୍ୱର: ଭୁବନେଶ୍ୱରରେ ଜୁଏଲ ଥିଫ୍‌ । ଗିଫ୍ଟ ବ୍ୟାଗ୍‌ ଧରି ଛୁ ମାରିଲେ ଲୁଟେରା। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ମଣ୍ଡପରୁ ଲୁଟ୍‌ ଅଭିଯୋଗ ହୋଇଛି। ରିସେପସନ୍‌କୁ ଆସି ଭୋଜି ଖାଇଲେ । ପରେ ଗିଫ୍ଟ ଲୁଟିନେଲେ ଲୁଟେରା । ସମସ୍ତେ ଫଟୋ ଉଠାଉଥିବାର ସୁଯୋଗ ନେଇ ଗିପ୍ଟ ଭର୍ତ୍ତି ବ୍ୟାଗକୁ…