Below header

ଆନନ୍ଦପୁର : ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ବ୍ୟବସାୟୀ ଗିରଫ

ଆନନ୍ଦପୁର (କେନ୍ୟୁଜ୍) : ଗଞ୍ଜେଇ ଜବତ, ମହିଳା ବ୍ୟବସାୟୀ ଗିରଫ । ନନ୍ଦିପଦା ଥାନା ମାରେଇ ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। କଟକ ଆସିଥିବା ଅବକାରୀ ବିଭାଗ ର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ପୋଲିସ୍ ସାହାଯ୍ୟ ରେ ଚଢାଉ କରି ପ୍ରାୟ ୧୦ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି । ଏଥି ସହିତ ଗଞ୍ଜେଇ ବ୍ୟବସାୟ ଅଭିଯୋଗ ରେ ଜଣେ ମହିଳାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.