Below header

ଦୁର୍ବଳ ହେଲା ଲଘୁଚାପ, ଆସନ୍ତା ୬ ତାରିଖ ଯାଏ କମିବ ବର୍ଷା ପରିମାଣ

କେନ୍ୟୁଜ୍: ଦୁର୍ବଳ ହେଲା ଲଘୁଚାପ। ଆସନ୍ତା ୬ ତାରିଖ ଯାଏ ରାଜ୍ୟରେ ବର୍ଷା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଏବେ ଛତିଶଗଡ଼ ଓ ଉତ୍ତର ପଶ୍ଚିମ ଓଡ଼ିଶା ଉପରେ ଅଛି। ଏହାର ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ୬ ତାରିଖ ପରେ ପୁଣି ବର୍ଷା ପରିମାଣ ବଢିବ। ଗତକାଲି ଚାନ୍ଦବାଲିରେ ସର୍ବାଧିକ ୧୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.