Below header

ବଙ୍ଗୋପସାଗରରେ ଆସୁଛି ଲଘୁଚାପ

ବଙ୍ଗୋପସାଗରେ ଆସୁଛି ଲଘୁଚାପ। ଆସନ୍ତା ସପ୍ତାହ ଆରମ୍ଭରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହା ଓଡ଼ିଶା ଉପକୂଳ ମୁହାଁଇବ। ଏହି ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌।

ଓଡ଼ିଶା ଉପକୂଳ ଛୁଇଁବା ପୂର୍ବରୁ ଲଘୁଚାପ ଗଭୀର ଅବପାତ ରୂପ ନେଇପାରେ। ଲଘୁଚାପ ଯୋଗୁ ପଶ୍ଚିମତଟରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମହାରାଷ୍ଟ୍ର ଓ ଗୁଜରାଟରେ ମଧ୍ୟ ୨୪ ତାରିଖ ବେଳକୁ ପ୍ରବଳ ବର୍ଷା ହୋଇପାରେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.