କେକେ ରେଳ ପଥରେ ରେଳ ଚଳାଚଳ ସ୍ବାଭାବିକ କଲା ରେଳ ବିଭାଗ

କେକେ ରେଳ ପଥରେ ରେଳ ଧାରଣରେ ପଥର ଧସି ରେଳ ଚଳାଚଳ ବନ୍ଦ ଘଟଣା। ରେଳପଥରେ ରେଳ ଚଳାଚଳ ସ୍ବାଭାବିକ କଲା ରେଳ ବିଭାଗ। କୋତାବାଲସା କୋରାପୁଟ କିରୁଣ୍ଡଲ ରେଳପଥରେ ରେଳ ଚଳାଚଳ ହେଲା ସ୍ବାଭାବିକ।

କେକେ ରେଳ ପଥରେ ରେଳ ଧାରଣରେ ପଥର ଧସି ରେଳ ଚଳାଚଳ ବନ୍ଦ ଘଟଣା। ରେଳପଥରେ ରେଳ ଚଳାଚଳ ସ୍ବାଭାବିକ କଲା ରେଳ ବିଭାଗ। କୋତାବାଲସା କୋରାପୁଟ କିରୁଣ୍ଡଲ ରେଳପଥରେ ରେଳ ଚଳାଚଳ ହେଲା ସ୍ବାଭାବିକ।

ସ୍ଵତନ୍ତ୍ର ଟ୍ରେନରେ ରେଳପଥରେ ସୁରକ୍ଷିତ ଯାତ୍ରା କଲେ ଡିଆର‌ଏମ ସହ ରେଳ ବିଭାଗର ବରିଷ୍ଠ ଅଧିକାରୀ। ଗତକାଲି ବୋରାଘୁଲାଉ_କର୍କାଭାଲସା ରେଳ ଷ୍ଟେସନ ମଝିରେ ରେଳ ଧାରଣାରେ ପଥର ପଡିବାରୁ ରେଳ ଚଳା ଚଳ ବନ୍ଦ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.