ଆଜି ଆୟ କମିବ, ଖର୍ଚ୍ଚ ବଢ଼ିବ; ଜାଣନ୍ତୁ ଆଜିର ରାଶିଫଳ

ମାନସିକ ଶାନ୍ତି ରହିବ। ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ। ମା’ଙ୍କ ସ୍ୱାସ୍ଥ୍ୟର ଉନ୍ନତି ହେବ। ସାଙ୍ଗମାନଙ୍କୁ ଭେଟିବେ। ଚିକିତ୍ସା ଖର୍ଚ୍ଚ ବଢ଼ିପାରେ। ଦୌଡ଼ାଦୌଡ଼ି ଅଧିକ ରହିବ। କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହୀ ହେବେ। ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ।

ମେଷ: ମାନସିକ ଶାନ୍ତି ରହିବ। ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ। ମା’ଙ୍କ ସ୍ୱାସ୍ଥ୍ୟର ଉନ୍ନତି ହେବ। ସାଙ୍ଗ ମାନଙ୍କୁ ଭେଟିବେ।

ବୃଷ: ଚିକିତ୍ସା ଖର୍ଚ୍ଚ ବଢ଼ି ପାରେ। ଦୌଡ଼ା ଦୌଡ଼ି ଅଧିକ ରହିବ। କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହୀ ହେବେ। ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ।

ମିଥୁନ: ଶାନ୍ତ ରୁହନ୍ତୁ। ଅଯଥା କ୍ରୋଧ ଦ୍ୱାରା ଆପଣ ଅସୁବିଧାରେ ପଡ଼ି ପାରନ୍ତି। ପରିବାରରେ ସୁଖ, ଶାନ୍ତି ରହିବ। ଆୟ ବଢ଼ିବ।

କର୍କଟ: ପରିବାରର ସମର୍ଥନ ପାଇବେ। ଖର୍ଚ୍ଚ ବୃଦ୍ଧି ପାଇବ। ମାନସିକ ଶାନ୍ତି ରହିବ। ଅଟକି ରହିଥିବା କାମ ସରିଯିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ସିଂହ: ମନ ବିଚଳିତ ହୋଇ ପାରେ। ଅଧିକ ଖର୍ଚ୍ଚ ହେବ। ଚାକିରିରେ ପଦୋନ୍ନତି ପାଇବେ। ଭାଇ ଓ ଭଉଣୀଙ୍କ ସମର୍ଥନ ପାଇବେ।

କନ୍ୟା: ଅଯଥା ବିତର୍କରୁ ଦୂରେଇ ରୁହନ୍ତୁ। ଶିକ୍ଷାଗତ କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି। ଲାଭ ସୁଯୋଗ ରହିଛି। କୌଣସି ସାଙ୍ଗ ଆସି ପାରନ୍ତି।

ତୁଳା: ମନ ଖୁସି ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଚାକିରିରେ ପଦୋନ୍ନତି ପାଇବେ। ମାନ ସମ୍ମାନ ପାଇବେ। ବସ୍ତ୍ର ଉପହାର ମିଳିବ।

ବିଛା: ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ଚାକିରିରେ ପରିବର୍ତ୍ତନ ହୋଇ ପାରେ। ପଠନ ପ୍ରତି ରୁଚି ବଢ଼ିବ।

ଧନୁ: ମାନସିକ ଶାନ୍ତି ରହିବ। ବନ୍ଧୁଙ୍କ ସହଯୋଗରୁ ଆୟର ଉତ୍ସ ବାହାରିବ। କର୍ମକ୍ଷେତ୍ରରେ ସୁଖଦ ଫଳାଫଳ ପାଇବେ। ମାନ ସମ୍ମାନ ବଢ଼ିବ।

ମକର: ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିବ। ମିଠା ଖାଦ୍ୟ ପ୍ରତି ଆଗ୍ରହୀ ହେବେ। ଖର୍ଚ୍ଚ ଅଧିକ ରହିବ।

କୁମ୍ଭ: ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। କାର୍ଯ୍ୟଭାର ବଢ଼ିବ। ଆୟ ବୃଦ୍ଧି ପାଇବ। କ୍ରୋଧ ବଢ଼ି ପାରେ। ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି।

ମୀନ: ପାରିବାରିକ ଜୀବନ ସୁଖମୟ ରହିବ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ। ବାପାଙ୍କ ସାଥ୍‌ ପାଇବେ। କଠିନ ପରିଶ୍ରମ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.