Below header

୮ ବର୍ଷର ଶଳାକୁ ଫୁଟୁଥିବା ଗରମ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ ମାମଲା, ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ପାରିବାରିକ ବିବାଦରୁ ୮ ବର୍ଷର ଶଳାକୁ ଫୁଟୁଥିବା ଗରମ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ କରିଥିବା ଭିଣୋଇ ଧନୁ ମୁଣ୍ଡାକୁ ପ୍ରଧାନ କୁ ହୋଇଛି ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ।

କେନ୍ଦୁଝର: ପାରିବାରିକ ବିବାଦରୁ ୮ ବର୍ଷର ଶଳାକୁ ଫୁଟୁଥିବା ଗରମ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ କରିଥିବା ଭିଣୋଇ ଧନୁ ମୁଣ୍ଡାକୁ ପ୍ରଧାନକୁ ହୋଇଛି ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା । ଏବଂ ଜୋରିମାନା ଅନାଦେୟ ୫ ମାସ ଅଧିକ ଜେଲ ରାୟ ଦେଇଛନ୍ତି CJM କୋର୍ଟ ।   CJM କୋର୍ଟ ୧୧ଜଣ ସାକ୍ଷୀଙ୍କ ବୟାନ ପରେ ଏହି ରାୟ ଦେଇଛନ୍ତି । ୨୦୨୧ ମସିହା ଦୈତାରୀ ଥାନା ଦୁଧପଶି ଗାଁରେ ଘଟିଥିଲା ଘଟଣା । ସୂଚନା ଦେଲେ ସରକାରୀ ଓକିଲ ଅଶୋକ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.