Below header

ବଲାଙ୍ଗିର ବାବେଜୁରୀ ଛକ ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

କଣ୍ଟାବାଞ୍ଝି: ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୩ ଗୁରୁତର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାବେଜୁରୀ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମିଳିଥିବା ଖବର ମୁତାବକ, ମୃତକ ଜଣଙ୍କ ହେଲେ ନାନାଝର ଗାଁର ଶଙ୍କର ଛୁରା ।

ଅନ୍ଯପଟେ ଗୁରୁତରଙ୍କୁ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଘଟଣାସ୍ଥଳରେ ତୁରନ୍ତ ମୁରିବାହାଲ ପୋଲିସ ପହଁଚି ଘଟଣାର ତଦନ୍ତ କରିଥିବା ସହିତ ମୃତଦେହ ଜବତ କରି ବ୍ଯବଛେଦ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.