ତୃତୀୟ ବିବାହ କରିବାକୁ ଆସିଥିବା ବେଳେ ବର ଅଟକ

ଖୋର୍ଦ୍ଧା(କେନ୍ୟୁଜ୍): ତୃତୀୟ ବିବାହ କରିବାକୁ ଆସିଥିବା ବେଳେ ବର ଅଟକ । ଏଭଳି ଘଟଣା ଘଟିଛି ବାଲିଅନ୍ତା ଥାନା ବାଳକାଟି ଅଞ୍ଚଳରେ । ଖୋର୍ଦ୍ଧା ଜିଲ୍ଲା ଚମ୍ପତିପୁର ଗାଁର ଜଣେ ଯୁବକ ସ୍ଥାନୀୟ ମନ୍ଦିର ପ୍ରାଙ୍ଗଣରେ ଜଣେ ଯୁବତୀଙ୍କ ସହ ଆୟୋଜନ ହୋଇଥିଲା । ଏହି ଖବର ପାଇ ଯୁବକଙ୍କ ଶଶୁର ଘର ଲୋକ ବାଳକାଟି ଥାନାରେ ଏତଲା ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଯୁବକଙ୍କୁ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.