ମୟୂରଭଞ୍ଜ : ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାରେ କାର‌୍ୟ୍ୟାନୁଷ୍ଠାନ

ମୟୂରଭଞ୍ଜ (କେନ୍ୟୁଜ୍) : ମୟୂରଭଞ୍ଜ ଉଦଳା ଥାନା ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟର ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାରେ କାର‌୍ୟ୍ୟାନୁଷ୍ଟାନ ଗ୍ରହଣ କରିଛି ପ୍ରଶାସନ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମହାପାତ୍ରଙ୍କୁ ବଦଳି କରାଯାଇଛି। ଏହା ସହ ହଷ୍ଟେଲ ମ୍ୟାଟ୍ରୋନ ସୁବର୍ଣ୍ଣ ମଢ଼େଇଙ୍କୁ କାର‌୍ୟ୍ୟରୁ ବହିଷ୍କାର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।

ସେହି ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.