Below header

ଅନୁଗୁଳ: ଓ୍ଵାର୍ଡ ମେମ୍ବରଙ୍କୁ ହତ୍ୟା, ଭୁଜାଲିରେ ହାଣି ମାରି ଦେଲେ ଦୁର୍ବୃତ୍ତ

ଓ୍ଵାର୍ଡ ମେମ୍ବରଙ୍କୁ ହତ୍ୟା। ଭୁଜାଲିରେ ହାଣି ମାରି ଦେଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅନ୍ତୁଳିଆ ଛକରେ। ମୃତକ ଦେଲେ ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ଜଗବନ୍ଧୁ ବେହେରା। ବର୍ତ୍ତମାନ ସେ ଅନ୍ତୁଳିଆ ପଞ୍ଚାୟତର ଓ୍ଵାର୍ଡ ମେମ୍ବର ଅଛନ୍ତି। ସର୍ବସମ୍ମୁଖରେ ତାଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ଏହାପରେ ଫେରାର୍‌ ହୋଇଯାଇଛନ୍ତି ଦୁର୍ବୃତ୍ତ। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.