Below header

ମଟର ଚଲାଉଥିବାବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୂ-ବୋହୂ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୂ-ବୋହୂ ମୃତ। ଯୁଯୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ସ୍ଥିତ ଡାପତଅଁଳା ଗାଁରେ ଏହି ଅଘଟଣ ଘଟିଛି। ମଟର ଚଲାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ବୋହୂ।

ରେଢ଼ାଖୋଲ (କେନ୍ୟୁଜ): ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୂ-ବୋହୂ ମୃତ। ଯୁଯୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ସ୍ଥିତ ଡାପତଅଁଳା ଗାଁରେ ଏହି ଅଘଟଣ ଘଟିଛି। ମଟର ଚଲାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ବୋହୂ। ବଞ୍ଚାଇବାକୁ ଯାଇ ଶାଶୁ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଯୁଯୁମୁରା ଥାନା ପୋଲିସର ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.