Browsing Tag

electric shock dead

ମଟର ଚଲାଉଥିବାବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୂ-ବୋହୂ ମୃତ

ରେଢ଼ାଖୋଲ (କେନ୍ୟୁଜ): ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୂ-ବୋହୂ ମୃତ। ଯୁଯୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ସ୍ଥିତ ଡାପତଅଁଳା ଗାଁରେ ଏହି ଅଘଟଣ ଘଟିଛି। ମଟର ଚଲାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ବୋହୂ। ବଞ୍ଚାଇବାକୁ ଯାଇ ଶାଶୁ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ…

ଗଛରେ ପାଣି ଦେଉଥିଲାବେଳେ ଲାଗିଲା ବିଦ୍ୟୁତ ଆଘାତ: ମା, ପୁଅ ମୃତ

ସୋର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଚାଲିଗଲା ମା ,ପୁଅଙ୍କ ଜୀବନ । ଗଛରେ ପାଣି ଦେଉଥିଲାବେଳେ ବିଦ୍ୟୁତ୍ ଆଘାତରେ ଗୁରୁତର ଅଵସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖଇରା ଥାନା କଣ୍ଟାପଡା ନାହୁଲ ଗ୍ରାମରେ ଘଟିଛି ଏପରି ଘଟଣା । ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।…

ବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ନିଜ ଘରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ମାଲସାହି ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଭଂଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ଗୌଡ । କୌଣସି କାରଣରୁ ନିଜ…

ଛେଳିକୁ ବିଦ୍ୟୁତ ଆଘତରୁ ବଞ୍ଚାଇବାକୁ ଯାଇ ଚାଲିଗଲା ୩ ମହିଳାଙ୍କ ଜୀବନ

ବାଂଶପାଳ(କେନ୍ୟୁଜ୍):ତେଲକୋଇ ଜଙ୍ଗଲ ମଧ୍ୟରେ ନିଆ ଯାଇଥିବା ବେଆଇନ ଚୋରା ବିଦ୍ୟୁତ୍ ତାର ତିନି ଜଣ ମହିଳାଙ୍କ ଜୀବନ ନେଇଛି । ଏଭଳି ହୃଦୟ ବିଦାରକ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମରେ ଘଟିଛି । ମୃତ ମହିଳା ହେଲେ ସେହି ଗ୍ରାମ ଜୁଆଙ୍ଗ ସାହିର…

ଲୋମ ଟାଙ୍କୁରା ଅଘଟଣ: ଡିଜେ ଗାଡିରେ ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ମୃତ

ଭଦ୍ରକ(କେନ୍ୟୁଜ୍): ବରଯାତ୍ରୀ ପ୍ରସେସନରେ ଅଘଟଣ। ଡିଜେ ଗାଡିରେ ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ମୃତ। ୨ ଗୁରୁତରର ଡାକ୍ତରଖାନାରେ ଭର୍ତ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ନୀଳୋକ ଅଞ୍ଚଳରେ ଘଟିଛି ଅଘଟଣ। ମୃତକ ଜଣକ ବନ୍ତ ବ୍ଲକ ସୁନାଗଢିଆ ଅଞ୍ଚଳର ପ୍ରଭାତ କୁମାର ସ୍ୱାଇଁ।…

ନିଜଘରେ ବିଦ୍ୟୁତ ସଜାଡୁଥିବା ବେଳେ ଆଘାତରେ ଚାଲିଗଲା ଯୁବକଙ୍କର ଜୀବନ

ଭଞ୍ଜନଗର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ଯୁବକ କାହ୍ନୁ ପ୍ରଧାନ । ନିଜଘରେ ବିଦ୍ୟୁତ ସଜାଡୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଆଘାତ ପାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି…

ବିଦ୍ୟୁତ ସଂସ୍ପର୍ଶରେ ଆସି ଗଞ୍ଜାମର ୨ କର୍ମଜୀବୀ ଯୁବକ ମୃତ

ଭୁବନେଶ୍ୱର (କେନ୍ୟୁଜ୍‌) : ଗତକାଲି ସହିଦ ନଗର ଥାନା ଅନ୍ତର୍ଗତ ଭିଏସଏସ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇଜଣ କର୍ମଜୀବୀ ଯୁବକ ରାତିରେ ଦୋକାନ ଭିତରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଏହି ଘଟଣା ସେ ଅଞ୍ଚଳର ପ୍ରତ୍ୟେକଙ୍କୁ ସ୍ତବ୍ଦ କରିଛି।…

ଗଞ୍ଜାମ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

କେନ୍ୟୁଜ୍(ବ୍ୟୁରୋ):ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆମ୍ବଡୋଳି ଗାଁ ନିକଟ ରାସ୍ତା କଡ଼ରେ ଛିଣ୍ଡିପଡିଥିଲା ୧୧ କେଭି ବିଦ୍ୟୁତ ତାର। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ହୋଇଥିଲା। ମୃତ ନାବାଳକ…

କେନ୍ଦୁଝର: ଗାଧୋଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଚାଲିଗଲା ଯୁବକଙ୍କ ଜୀବନ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ହାଲପୋଡି ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଗୋଲକ ବିହାରୀ ସାହୁ।ବୟସ ୪୭ ବର୍ଷ।ଘରେ ଆଜି ପୂର୍ବାହ୍ନ ୧୦ଟା ବେଳେ ଗାଧୋଉଥିବା ବେଳେ ଟୁଲୁ ପମ୍ପକୁ ସଂଯୋଗ କରୁଥିବା ଝୁଲନ୍ତା ବିଦ୍ୟୁତ ତାର…

ଏମିତି ବି ଆସେ ମୃତ୍ୟୁ, ମେସିନରେ ଧାନ ଅମଳ ବେଳେ ବିଦ୍ୟୁତ ତାର ଛିଡି ଟ୍ରାକ୍ଟର ସହ ଜଳିଗଲେ ଡ୍ରାଇଭର

କେନ୍ୟୁଜ୍(ବ୍ୟୁରୋ):  ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମରେ ଟ୍ରାକ୍ଟର ଦ୍ୱାରା ଧାନ ଫସଲ ଅମଳ ହେଉଥିବା ବେଳେ ବିଦ୍ୟୁତ ତାର ଛିଡି ଟ୍ରାକ୍ଟର ଉପରେ ପଡିବା ଦ୍ୱାରା ଗାଡିସହ ଚାଳକ ଜଳି ଯାଇଥିବା ବେଳେ ଚାଳକ ମେଡ଼ିକାଲରେ ମୃତ୍ୟୁ ବରଣ କରିଛନ୍ତି। ଏଥିସହ ଅମଳ…

ଭୁବନେଶ୍ବର: ବିଲକୁ ଯାଇଥିବା ସମୟରେ ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ, କ୍ଷତିପୂରଣ ପାଇଁ ରାସ୍ତା ଅବରୋଧ…

କେନ୍ୟୁଜ୍(ବ୍ୟୁରୋ):  ବିଲକୁ ଯାଇଥିବା ସମୟରେ  ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଘଟଣା ଘଟିଛି ଭୁବନେଶ୍ବର ଉପକଣ୍ଠ କୁଜିମହଲ ଅଞ୍ଚଳରେ। ମୃତକଙ୍କ ନାମ ହେଉଛି କ୍ଷୀର ମାଝୀ । ମିଳିଥିବା ସୂଚନା ମୁତାବକ କ୍ଷୀର ମାଝୀ ଆଜି ଅପରାହ୍ନରେ ବିଲକୁ ଯାଇଥିବା ବେଳେ ଏକ ଛିଣ୍ଡା…

ଖୋର୍ଦ୍ଧା: ବିଦ୍ୟୁତ୍ ତାର ଲାଗି ଚାଲିଗଲା ନାବାଳିକାର ଜୀବନ, କ୍ଷତିପୂରଣ ଦାବିରେ ବିଦ୍ୟୁତ୍ କାର୍ଯ୍ୟାଳୟରେ ଶବ ରଖି…

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା  ଟାଙ୍ଗୀ ଥାନା ବାଲିପାଟପୁର  ଗ୍ରାମରେ  ଅଘଟଣ । ବିଦ୍ୟୁତ୍  ତାର ଲାଗି ଜଣେ  ନାବାଳିକାର ମୃତ୍ୟୁ । ମୃତକର ନାମ ବର୍ଷାରାଣୀ ବେହେରା  ଓ ବୟସ ୭ ବର୍ଷ ବୋଲି ଜଣା ପଡିଛି । ଵାଳିକା ଜଣକ ନିଜ ଘର  ଛାତ ଉପରେ  ଫୁଲ ତୋଳିବାକୁ  ଯାଇଥିବା ବେଳେ । ଓହଳି…