Below header

ନିଜଘରେ ବିଦ୍ୟୁତ ସଜାଡୁଥିବା ବେଳେ ଆଘାତରେ ଚାଲିଗଲା ଯୁବକଙ୍କର ଜୀବନ

ଭଞ୍ଜନଗର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ଯୁବକ କାହ୍ନୁ ପ୍ରଧାନ । ନିଜଘରେ ବିଦ୍ୟୁତ ସଜାଡୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଆଘାତ ପାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ପୋଲସରା ମେଡିକାଲ୍ ରେ ଭର୍ତି କରିଥିଲେ । ସେଠାରେ କାହ୍ନୁକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଖବରପାଇ ପୋଲସରା ଥାନା ପୋଲିସମେଡିକାଲ ରେ ପହଞ୍ଚି ମୃତଦେହ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.