ଗଛରେ ପାଣି ଦେଉଥିଲାବେଳେ ଲାଗିଲା ବିଦ୍ୟୁତ ଆଘାତ: ମା, ପୁଅ ମୃତ

ବିଦ୍ୟୁତ ଆଘାତରେ ଚାଲିଗଲା ମା ,ପୁଅଙ୍କ ଜୀବନ । ଗଛରେ ପାଣି ଦେଉଥିଲାବେଳେ ବିଦ୍ୟୁତ୍ ଆଘାତରେ ଗୁରୁତର ଅଵସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖଇରା ଥାନା କଣ୍ଟାପଡା ନାହୁଲ ଗ୍ରାମରେ ଘଟିଛି ଏପରି ଘଟଣା ।

ସୋର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଚାଲିଗଲା ମା ,ପୁଅଙ୍କ ଜୀବନ । ଗଛରେ ପାଣି ଦେଉଥିଲାବେଳେ ବିଦ୍ୟୁତ୍ ଆଘାତରେ ଗୁରୁତର ଅଵସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖଇରା ଥାନା କଣ୍ଟାପଡା ନାହୁଲ ଗ୍ରାମରେ ଘଟିଛି ଏପରି ଘଟଣା । ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଘର ବାହାରେ ଥିବା ଲୁହାରଡ ଉପରେ ତାର ଛିଣ୍ଡିପଡିଥିଲା । ତାର ସଂସ୍ପର୍ଶରେ ଆସିବାରୁ ଉଭୟଙ୍କ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ପରେ ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.