Below header
Browsing Tag

electric shock dead

ଯାଜପୁର: ଜାରକା ଛକ ନିକଟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଯାଜପୁର(କେନ୍ୟୁଜ): ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ। ମୃତ ଯୁବକ ହେଲେ ଧର୍ମଶାଳା ଥାନା ସିଦ୍ଧିପୁର ଗାଁର ବିଶିଷ୍ଟ ପ୍ରବଚକ ପଣ୍ଡିତ ଗଣେଶ୍ୱର ପରିଡାଙ୍କ ଏକମାତ୍ର ପୁଅ ପ୍ରଜ୍ଞା ପ୍ରକାଶ ପରିଡା…

ସାଲେପୁର ବେତେଇ ଗାଁରେ ଅଘଟଣ, ବିଦ୍ୟୁତ୍‌ ତାର ଲାଗି ୩ ଜଣଙ୍କ ମୃତ୍ୟୁ

ସାଲେପୁର(କେନ୍ୟୁଜ୍): ବେତେଇ ଗାଁରେ ଅଘଟଣ । ବିଦ୍ୟୁତ୍‌ ତାର ଲାଗି ୩ ଜଣଙ୍କ ମୃତ୍ୟୁ ହୋଇଛି । ଶାଶୁ ଓ ୨ ବୋହୂଙ୍କ ମୃତ୍ୟୁ ହୋଇଛି । ବଡ଼ବୋହୂ ନନ୍ଦିତା ଘର ସାମ୍ନା ଏକ ତାରରେ ଓଦାଲଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେ ଚିତ୍କାର କରିବାରୁ ପ୍ରଥମେ ବୃଦ୍ଧା ଶାଶୁ ଏବଂ…