Below header

ଅଧ୍ୟାପିକାଙ୍କ ଜୀବନ ବଞ୍ଚାଇଥିବା ଆରପିଏଫ କନଷ୍ଟେବଳ ସୁବ୍ରତ ମହାରଣାଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଭୁବନେଶ୍ୱର ଷ୍ଟେସନକୁ ଯାଇ ସୁବ୍ରତ ମହାରଣାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଅନୁଯାୟୀ, ୨ ଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢୁଥିବା ବେଳେ ଜଣେ ଅଧ୍ୟାପିକା ଟ୍ରେନରୁ ଖସି ପଡିଥିଲେ । ସୌଭାଗ୍ୟବସତଃ ସେଠାରେ ଡ୍ୟୁଟି କରୁଥିବା ଆରପିଏଫ କନଷ୍ଟେବଳ ସୁବ୍ରତ ମହାରଣା ତାଙ୍କୁ ଉଦ୍ଧାର କରିଥିଲେ । ଫଳରେ ଅଳ୍ପକେ ସେ ନିଶ୍ଚିତ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ ।

rpf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.