ଭଦ୍ରକ ବାସୁଦେବପୁର ବିଧାୟକଙ୍କ ଭାଇକୁ ଅପହରଣ ଘଟଣାରେ ୩ ଗିରଫ, ୨ଟି କାର ଜବତ

ଭଦ୍ରକ(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକଙ୍କ ଭାଇକୁ ଅପହରଣ ଘଟଣାରେ ୩ ଗିରଫ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ କରାଯାଇଥିବା ଜଣାପଡିଛି । ଏନେଇ ବିଧାୟକଙ୍କ ପରିବାର ପକ୍ଷରୁ ବାସୁଦେବପରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅପହରଣରେ ବ୍ୟବହୃତ ୨ଟି କାରକୁ ଜବତ କରିଛି ପୋଲିସ୍‌ ।