Browsing Tag

kidnap

କମ୍ପାନୀ ଅଧିକାରୀଙ୍କୁ ଅପହରଣ ମାମଲାରେ ୭ ଗିରଫ, ମୁଣ୍ଡଜାମିନ ବାବଦରେ ନେଇଥିଲେ ୬୦ ଲକ୍ଷ

କେନ୍ଦୁଝର: କେନ୍ଦୁଝର ଅପହରଣ ଘଟଣାର ପର୍ଦ୍ଦାଫାସ ।  ଖଣି କମ୍ପାନୀର ଉପସଭାପତି ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣାର ପର୍ଦ୍ଦାଫାସ କଲା ବଡ଼ବିଲ ଥାନା ପୋଲିସ ।  ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ଟି ମୋବାଇଲ , ଗୋଟିଏ ଖେଳନା ବନ୍ଧୁକ ସହ ଅପହରଣକାରୀଙ୍କୁ ଦିଆଯାଇଥିବା ୬୦…

ରାଜଧାନୀର ଏକ ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ ଅଭିଯୋଗ ! ମୁଣ୍ଡ ଜାମିନ ରଖି ଏକ କୋଟି ମାଗୁଛନ୍ତି ଅପହରଣକାରୀ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଚାଞ୍ଚଲ୍ୟ । ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗ । ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ବି ପୋଲିସ ହାତ…

ଘରକୁ ଫେରୁଥିବା ବେଳେ ନାବାଳିକାକୁ ଅପହରଣ ଅଭିଯୋଗ

ଯାଜପୁର ଟାଉନ୍ (କେନ୍ୟୁଜ୍‌) : ସାବିତ୍ରୀ ଅମାବାସ୍ୟା ଦିନ ନାବାଳିକା ଗାୟବ । ଘରକୁ ଫେରୁଥିବା ବେଳେ ନାବାଳିକାକୁ ଅପହରଣ କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ସାବିତ୍ରୀ ଅମାବାସ୍ୟା ଦିନ ଏହି ଅଘଟଣ ଘଟିଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବା ତ ଦୂରର କଥା…

ନାବାଳିକାକୁ ଅପହରଣ ! ଝିଅକୁ ଫେରାଇ ଆଣିବାକୁ ପରିବାର ଲୋକଙ୍କୁ ପୋଲିସ୍ ମାଗିଲା ୫ ହଜାର ଟଙ୍କା

ଆନନ୍ଦପୁର(କେନ୍ଯୁଜ୍): ନାବାଳିକାକୁ ଅପହରଣ ଅଭିଯୋଗ । ଝିଅକୁ ଫେରାଇ ଆଣିବାକୁ ପୋଲିସ ମାଗିଲା ୫ ହଜାର ଟଙ୍କା। ଏମିତିକି ପୋଲିସ ବାବୁ ୨ କେଜି ମାଛ ନେଇଥିବା ମଧ୍ୟ ଅଭିଯୋଗ ଆଣିଲେ ନାବାଳିକାଙ୍କ ପରିବାର ଲୋକ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳର ଘଟଣା । ଜଣେ ନାବାଳିକାକୁ…

ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ: ମୁଣ୍ଡଜାମିନ କରି ପରିବାରକୁ ମାଗିଥିଲେ ୫ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ନିସ୍ତୁକ ମାଡ଼ । ଗଡ଼େଇତଡ଼େଇ ବେଲଟ୍‌ରେ ପ୍ରହାର । ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ । ରାଜଧାନୀରେ ଏକ ହୋଟେଲରେ ରଖି ନିର୍ଧୂମ ମାଡ଼ ।  କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ବିବେକାନନ୍ଦ ମହାଳିକ । ହନୁମାନ ପଇସା ବିକିବା ପାଇଁ ଅନେକ ଲୋକଙ୍କଠୁ ଲକ୍ଷ ଲକ୍ଷ…

ଢେଙ୍କାନାଳ ସାଙ୍କୁଲେଇ ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ, ଜବତ ସ୍କୁଟିରେ ଲାଗିଛି ରକ୍ତଛିଟା

ଢେଙ୍କାନାଳ(କେନ୍ଯୁଜ୍): ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ। ପରିବାର ପକ୍ଷରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ସଦରବ୍ଲକ ସାଙ୍କୁଲେଇ ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀ ବାରତୀ ରତଙ୍କ ସ୍ୱାମୀ ଚିନ୍ମୟ କୁମାର ଦାସ ଗତକାଲି ରାତିରୁ ନିଖୋଜ ଥିବା ଅଭିଯୋଗ ହୋଇଛି।…

ଆଉ କାମ କରିବୁନି ଏହି ଅଞ୍ଚଳ ଛାଡି ଚାଲିଯିବୁ, ରୁଦ୍ଧ ସ୍ୱରରେ ମାଓବାଦୀଙ୍କୁ ଗୁହାରି କଲେ ଅପହୃତ ଇଞ୍ଜିନିୟରଙ୍କ ପତ୍ନୀ

ମାଲକାନଗିରି(କେନ୍ଯୁଜ୍): ଆମେ ଆଉ କାମ କରିବୁନି। ମାଓବାଦୀ ମୋ ସ୍ବାମୀଙ୍କୁ ଦୟାକରି ଛାଡି ଦିଅନ୍ତୁ। ଆମେ ଘରକୁ ଚାଲିଯିବୁ। ଏଭଳି ରୁଦ୍ଧ ସ୍ୱରରେ ମାଓ ସଙ୍ଗଠନକୁ ଗୁହାରି କରିଛନ୍ତି ଅପହୃତ ଇଞ୍ଜିନିୟରଙ୍କ ପତ୍ନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରାସ୍ତା…

ଭୁବନେଶ୍ୱରରୁ ଇଶାନ ଅଗ୍ରଓ୍ଵାଲଙ୍କ ଅପହରଣ ଘଟଣା: ସାଙ୍ଗ ରଚିଥିଲା କିଡନାପ୍‌ ଷଡ଼ଯନ୍ତ୍ର

ଭୁବନେଶ୍ବର(କେନ୍ୟୁଜ୍): ଖୋଲିଲା ଭୁବନେଶ୍ୱରରୁ ଇଶାନ ଅଗ୍ରଓ୍ଵାଲଙ୍କ ଅପହରଣ ପଛର ଗୁମର । ସାଙ୍ଗ ରଚିଥିଲା କିଡନାପ୍‌ ଷଡ଼ଯନ୍ତ୍ର । ଇଶାଙ୍କ ସାଙ୍ଗ ହିଁ ମାଷ୍ଟରମାଇଣ୍ଡ ଥିଲା । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଧନେଶ୍ୱର ଥିଲା ଇଶାନଙ୍କ ସହପାଠୀ । ୨୦୧୬ ମସିହାରେ ଦୁହେଁ ଏକାଠି ପାଠ…

ପରୀକ୍ଷା କେନ୍ଦ୍ର ବାହାରୁ ଛାତ୍ରୀଙ୍କୁ ଅପହରଣ ! ଗତ ୭ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ଫଳ ଶୂନ

ଭଦ୍ରକ(କେନ୍ଯୁଜ୍): ପରୀକ୍ଷା କେନ୍ଦ୍ର ବାହାରୁ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ଏନେଇ ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଗତ ୭ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏ ଛାତ୍ରୀଙ୍କର ପତ୍ତା ମିଳିନି । ଚାନ୍ଦବାଲି ଏସଡିପିଓଙ୍କୁ ଭେଟି ତୁରନ୍ତ ଝିଅକୁ ଖୋଜିବାକୁ ଗୁହାରି କରିଛନ୍ତି ପରିବାର ।…

ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ PSO ନିଖୋଜ ! ପୋଲିସର ତନାଘନା ଆରମ୍ଭ

ବ୍ରହ୍ମଗିରି(କେନ୍ଯୁଜ୍): ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ PSO ନିଖୋଜ ଅଭିଯୋଗ । ଏ ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୁରୀ ସଦରଥାନା ପୋଲିସ ଆରମ୍ଭ କରିଛି । ତେବେ ନିଖୋଜ ଥିବା ଯୁବକଙ୍କୁ ହତ୍ୟା କରାଯାଇଛି କି…

ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

ନବରଙ୍ଗପୁର(କେନ୍ଯୁଜ୍): ପୁଣି ଲଜ୍ଜା। ପୋଲିସ୍ ପ୍ରଶାସନ ଯେତେ କଠୋର ନିତି ଅବଲମ୍ବନ କଲେ ବି ଅପରାଧିଙ୍କ କାର୍ଯ୍ଯକଳାପ ଥମିବାର ନା ଧରୁନି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଆସିଛି ଅଭିଯୋଗ।  ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ…

ସ୍ୱିଗୀ ଡେଲିଭରୀ ବୟ କିଡନାପ୍ ସସ୍‌ପେନ୍‌ସ: ଅପହରଣ ନୁହେଁ ନାଟକ, ଖୁବଶୀଘ୍ର ହେବ ପର୍ଦ୍ଦାଫାସ

ଭୁବନେଶ୍ୱର (କେନ୍ଯୁଜ୍): ଭୁବନେଶ୍ୱର ଲିଙ୍ଗପୁରର ସ୍ୱିଗୀ ଡେଲିଭରୀ ବୟଙ୍କ ଅପହରଣ ସସ୍‌ପେନ୍‌ସ। ପୋଲିସ ଜାଣିବାକୁ ପାଇଛି ଏହା ଅପହରଣ ନୁହେଁ ନାଟକ। ଖୁବଶୀଘ୍ର ଅପହରଣ ଉପରୁ ପରଦା ହଟାଇବ ପୋଲିସ । ଶନିବାର ନିଜେ ଅପହରଣ ନାଟକ ରଚିଥିଲେ । ଅପହରଣ ନାଟକ ପଛରେ ରହିଛି ପ୍ରେମ ସମ୍ପର୍କ । ଗୋପ…