Browsing Tag

kidnap

ରାସ୍ତା ଉପରୁ ଉଠାଇନେଲେ ଯୁବକଙ୍କୁ, ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଠଗଡ଼ ମହାକାଳବସ୍ତ ଛକ ନିକଟରେ ରାସ୍ତା ଅବରୋଧ

ଆଠଗଡ଼: ରାସ୍ତାର ଉପରୁ ଉଠାଇନେଲେ। ଆଠଗଡ଼ ଅଞ୍ଚଳର ରାଜୁ ପୁହାଣ ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟଲୋକେ ପୁରୁଣା କଟକ ସମ୍ବଲପୁର ରାସ୍ତାର ମହାକାଳବସ୍ତ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଉପରେ ଟାୟାର ଜାଳି…

୮ଲକ୍ଷ ଟଙ୍କା ପାଇଁ ସୋର କେଶପୁର ଗାଁର ଜଣେ ଯୁବକଙ୍କୁ ପଣବନ୍ଦୀ, ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ

ସୋର: ୮ଲକ୍ଷ ଟଙ୍କା ପାଇଁ ପଣବନ୍ଦୀ। ଟଙ୍କା ନଦେଲେ ବନ୍ଧୁକ ମୁନରେ ହତ୍ୟା ଧମକ ଭିଡିଓ ଭାଇରାଲ୍‌। ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତି ୮ବର୍ଷ ଧରି ବେଙ୍ଗାଲୁରୁର ଏକ କ୍ୟାଣ୍ଟିନ୍‌ରେ କାମ କରୁଥିଲେ। ୧୦ଦିନ ତଳେ ତାପସ ଗାଁକୁ ଫେରିଥିଲେ। ଘରେ ଥିବାବେଳେ ଗତ ୨୮ତାରିଖରେ…

ଢାବା ମ୍ୟାନେଜରଙ୍କୁ ମାଡ ମାରି ଅପହରଣ କରିନେଲେ ଦୁର୍ବୃତ୍ତ: ବାରିପଦା ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କଲା ପୋଲିସ୍ ,…

ମୟୁରଭଞ୍ଜ: ଢାବା ମ୍ୟାନେଜରଙ୍କୁ ଅପହରଣ ଅଭିଯୋଗ। ବେତନଟୀ ଥାନା ତୁଳସୀଚଉରା ନିକଟସ୍ଥ ସ୍ୱସ୍ତିକ ପେଟ୍ରୋଲ ପମ୍ପ ନିକଟରେ ଥିବା ବିଷ୍ଣୁ ଢାବା ମ୍ୟାନେଜର ତପ କୁମାର ସାହୁଙ୍କୁ ଦୁର୍ବୃତ୍ତମାନେ ଉଠାଇ ନେଇଥିଲେ। ରାତି ପ୍ରାୟ ୯ଟାରୁ ୧୦ଟା ଭିତରେ କିଛି ଯୁବକ ଆସି ତପନଙ୍କୁ ମାରପିଟ କରି ଅପହରଣ…

ଝିଅ ଅପହରଣ ହେବାର ୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏ ମିଳୁନି ପତ୍ତା, ଭୁବନ ପୋଲିସର କାର୍ଯ୍ଯ ଦକ୍ଷତାକୁ ନେଇ ପ୍ରଶ୍ନ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମଠ ନୂଆଗାଁ ଗ୍ରାମର ମିନିପାତ୍ରଙ୍କ ୧୭ବର୍ଷର ଝିଅ କୁନି ପାତ୍ରଙ୍କୁ ଗତ ୫ମାସ ପୂର୍ବେ ତାଙ୍କ ଘରୁ ୨ଜଣ ଯୁବକ ପଶି ରାତିରେ ଉଠାଇ ନେବା ଘଟଣା ସମ୍ପର୍କରେ ପରିବାର ସମ୍ପକୀୟ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଛନ୍ତି । ଝିଅ ଘରୁ…

ବାଂଶପାଳ ଲୁଙ୍ଗାଝରରେ ଥିବା ଠିକା ସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ସୁପରଭାଇଜରଙ୍କୁ ଅପହରଣ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଲୁଙ୍ଗାଝରରେ ଥିବା ଏକ ଠିକାସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ଜଣେ ସୁପରଭାଇଜରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅପହୃତ ସୁପରଭାଇଜରଙ୍କ ନାମ ସୁରେଶ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଅନ୍ୟ କର୍ମଚାରୀମାନେ କ୍ୟାମ୍ପ ଛାଡ଼ି…

କେନ୍ଦ୍ରାପଡ଼ା ଗରପୁର ଗାଁରେ ଦୁର୍ଭାଗ୍ଯଜନକ ଘଟଣା : ଅପହରଣ କରିବାକୁ ଯାଇ ଯୁବକ କୋମାରେ

କେନ୍ଦ୍ରାପଡ଼ା: ଅପହରଣ କରିବାକୁ ଯାଇ ନିଜେ କୋମାରେ । ହତଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରପୁର ଗାଁରେ । ଗତ ୫ତାରିଖରେ ଗରପୁରର ନରେନ୍ଦ୍ର ମଲିକ ସଂପର୍କୀୟ ବଡ଼ଭାଇର ପ୍ରେମିକାକୁ ଅପହରଣ କରିବାକୁ ଯାଇଥିଲେ । ବଡ଼ଭାଇର ପ୍ରେମିକାକୁ ବାଇକରେ ଅପହରଣ କରି ନେଇ…

ଗଜପତି କାଶୀନଗର ଅଞ୍ଚଳରେ ନାବାଳକକୁ ଅପହରଣ ମାମଲା: ଜଣେ ନାବାଳକ ସହ ୮ ଜଣ ଗିରଫ, ନଗଦ ୨ ଲକ୍ଷ ୨୧ ହଜାର ଟଙ୍କା ଜବତ

ଗଜପତି : ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ନାବାଳକକୁ ଅପହରଣ ମାମଲାରେ ଆସିଛି ନାଟକୀୟ ମୋଡ । ଘଟଣାରେ ୮ ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ କାର, ୫ଟି ବାଇକ୍‌, ୭ଟି ମୋବାଇଲ ଓ ୨ଟି ଔଷଧ ଶିଶି ଜବତ କରିଛି ପୋଲିସ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି…

ଯାଜପୁରରେ ଫେଲ୍ ମାରିଲା ଶିଶୁ ଅପହରଣ ଉଦ୍ଯମ: ଅପହରଣକାରୀଙ୍କ କବଳରୁ ଚତୁରତାର ସହ ଖସିଲା ଅଷ୍ଟମ ଶ୍ରେଣୀର ଛାତ୍ର

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରୁ ନିଖୋଜ ଶିଶୁ କନ୍ୟାର ଏଯାଏ କୌଣସି ସୁରାକ ମିଳିନଥିବା ବେଳେ ସେହି ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଅପହରଣ କରାଯାଇଥିବା ଘଟଣା ପୁଣି ସାମ୍ନାକୁ ଆସିଛି। କିନ୍ତୁ ସୌଭାଗ୍ୟ ବଶତଃ ଛାତ୍ର ଜଣକ କୌଣସି ମତେ…

ବ୍ରିଜ୍‌ ନିର୍ମାଣକାରୀ ଠିକା ସଂସ୍ଥା କ୍ୟାମ୍ପରୁ ସୁପରଭାଇଜରଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ଅନୁଗୁଳ (କେ ନ୍ୟୁଜ୍‌) : ବନ୍ଧୁକ ଦେଖାଇ ଦୁଇଜଣଙ୍କୁ ଅପହରଣ । ଗତକାଲି ବିଳମ୍ବିତ ରାତିରେ ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥା କ୍ୟାମ୍ପରୁ ଦୁଇ ଜଣ ସୁପରଭାଇଜାରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି I ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ…

ଲଭ୍‌ ଜିହାଦ୍‌ ! ଅପହରଣର ୧୦ ଦିନ ପରେ ବି ମିଳୁନି ଝିଅ, ପୁଅର ବାପାକୁ ଗିରଫ କଲା ପୋଲିସ୍‌

ଯାଜପୁର (କେନ୍ୟୁଜ) : ‘ବୋଉ ତୁ ବାପାଙ୍କୁ କହି କେମିତି ହେଲେ ମୋତେ ନେଇଯା, ନହେଲେ ତମେ ମୋତେ ଆଉ ପାଇବନି, ସେମାନେ ମୋତେ ମାରି କୋଉଠି ଫୋପାଡ଼ି ଦେବେ !' ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଜନୈକା ଯୁବତୀ ‘ଲଭ୍ ଜିହାଦ୍'ର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଜୀବନ…

ସହଯୋଗୀ ସହ ମିଶି ଯୁବତୀଙ୍କୁ ଅପହରଣ କରି ନେଲା ବିବାହିତ ଯୁବକ, ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଚାନ୍ଦବାଲି…

ଚାନ୍ଦବାଲି: ଦୁଇଟି ବାହା ହୋଇକି ବି ମନ ବୁଝିଲାନି । ପୁଣି ଜଣେ ୨୫ବର୍ଷର ଯୁବତୀକୁ ନିଜ ସହଯୋଗୀଙ୍କ ସହ ମିଶି ଜୋର ଜବରଦସ୍ତ ଟେକିନେଇଛି ଜଣେ ବିବାହିତ ଯୁବକ । ଏମିତି ଅଭିଯୋଗ ଆସିଛି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭୂଇଁବୃତି ପଂଚାୟତର ପୁରୋସ୍ତମପୁର ଗାଁରୁ। ‌ଅଭିଯୁକ୍ତ ଜଣକ ଭୂଇଁବୃତି…

ରହସ୍ୟଜନକ ଭାବେ ଫେରିଲେ ବୀରମିତ୍ରପୁରର ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ

ରାଉରକେଲା : ଗତ ଶନିବାର ଦିନ ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବହଲରୁ ଅପହୃତ ହୋଇଥିବା କ୍ରସର ବ୍ୟବସୟୀ ଫେରି ଆସିଛନ୍ତି । ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଗତକାଲି ରାତିରେ ରହସ୍ୟ ଜନକ ଭାବେ ତାଙ୍କ ରାଉରକେଲା ସିଭିଲ ଟାଉନସିପ୍‌ ସ୍ଥିତ ବାସଭବନକୁ ଫେରି ଆସିଛନ୍ତି । ତାଙ୍କ ଫେରି ଆସିବା କଥା…