Below header

ଆସନ୍ତାକାଲିଠୁ ୧୫ ତାରିଖ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲିଠୁ ନନ୍ଦନକାନନ ବନ୍ଦ । ଆସନ୍ତାକାଲିଠୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ । ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବ । ମେ’ ୧ରୁ ୧୫ ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ।

କରୋନା ସଂକ୍ରମଣ ବଢୁଥିବାରୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.