କମିଶନରେଟ ପୋଲିସ ହାତରେ ବୋଲେରୋ ଚୋରି ଗ୍ୟାଙ୍ଗ, ୬ ଲୁଟେରା ଗିରଫ

ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ବୋଲେରୋ ଚୋରି ଗ୍ୟାଙ୍ଗ । ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ । ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିଲା ବୋଲେରୋ ଗାଡ଼ି ।

କିଛି ଦିନ ଧରି ରାଜଧାନୀରେ ମାତିଥିଲେ ବୋଲେରୋ ଲୁଟେରା ଗ୍ୟାଙ୍ଗ । ଦୁଇଟି ଜାଗାରୁ ସମାନ ଢଙ୍ଗରେ ବୋଲେରୋ ଚୋରି ଅଭିଯୋଗ ହୋଇଥିଲା । ୧୦ ଦିନରେ ୮ଟି ବୋଲେରୋ ଗାଡି ଚୋରି ହୋଇଥିଲା । ଲୁଟେରାଙ୍କୁ ଧରିବା ପାଇଁ ପ୍ରତି ଥାନା ସ୍ତରରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.