Browsing Tag

lootera arrested

ଛିନତାଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ, ୯୭ ଗ୍ରାମ ଓଜନର ବିଭିନ୍ନ ସୁନା ଅଳଙ୍କାର ଜଵତ

କଟକ : ଛିନତାଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିଲା ଚୌଦ୍ଵାର ଥାନା ପୋଲିସ ।  ଗତ ଅକ୍ଟୋବର ୧୮ ତାରିଖରେ ଵୀରୁପା ଵ୍ୟାରେଜ ନିକଟରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ ଘଟଣାରେ ଥିଲା ସଂପୃକ୍ତି ।  ସିସି ଟିଭି ଛାନଭିନ ପରେ ମିଳିଲା ସୁରାକ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା…

ମୋବାଇଲକୁ ଟ୍ରାକ୍ କରି ଲୁଟେରାଙ୍କୁ କାବୁ କଲା ପୋଲିସ୍, ସ୍ଥାନୀୟ ଲୋକ ଦେଲେ ଉତ୍ତମ ମଧ୍ୟମ

ପିପିଲି: ଆସିଲେ ଦେଖିଲେ ଆଉ ସୁଯୋଗ ପାଇ ଉଠାଇ ନେଇଗଲେ । ଆପଣ ଭାବୁଥିବେ କଣ ଉଠାଇ ନେଇ ଚାଲିଗଲେ । ଆଜ୍ଞା ପର୍ଯ୍ୟଟକଙ୍କ ବ୍ୟାଗ୍ । ଯାହାର କେହି କିଛି ଟେର୍ ପାଇନଥିଲେ । ହେଲେ ଚୋର ଯେତେ ଚାଲାକ ହେଲେ ବି ଦିନେ ନା ଦିନେ ଧରାପଡିବାଟା ସୁନିଶ୍ଚିତ । ଯାହା ଘଟିଛି ଏହି ଘଟଣାରେ ।…

ରାଉରକେଲା -ପୁରୀ ଇଣ୍ଟରସିଟି ଟ୍ରେନରୁ ୪ ଲୁଟେରା ଗିରଫ, ଯାତ୍ରୀମାନଙ୍କ ଠାରୁ ସୁନା ଗହଣା କରୁଥିଲେ ଲୁଟ

ସମ୍ବଲପୁର : ସମ୍ବଲପୁର ଜିଆରପି ପୋଲିସର ନିଦ ହଜାଇଥିବା ଲୁଟେରାକୁ ଆଜି ଗିରଫ କଲା ଜିଆରପି  l ପୁରା ଫ୍ଲିମ ଷ୍ଟାଇଲରେ ଟ୍ରେନ ଭିତରୁ ଗିରଫ କଲା ଏହି ଡକାୟତମାନଙ୍କୁ ଜିଆରପି  l ଆଜି ସକାଳୁ ରାଉରକେଲା ଷ୍ଟେସନରୁ ଇଣ୍ଟରସିଟି ଟ୍ରେନ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା  l ଏହି…

ଡକାୟତି ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ୍, ୫ଗିରଫ

ଅନୁଗୋଳ(କେନ୍ୟୁଜ): ଦିନକୁ ଦିନ ବଢ଼ିଚାଲିଛି ଏହି ଲୁଟେରାଙ୍କ ଉତ୍ପାତ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା ମାନେ। ନୂଆ ନୂଆ କୌଶଳ ଆପଣାଉଛନ୍ତି ଆଉ ଲୁଟ୍ କରି ଚମ୍ପଟ ମାରୁଛନ୍ତି । ଦିନରେ ସବୁ ଆଡ ବୁଲି ରଖୁଛନ୍ତି ନଜର । ଆଉ ରାତି…

ସୁନ୍ଦରଗଡ଼ ପୋଲିସର ସଫଳତା : କାବୁ ହେଲେ ୪ ଲୁଟେରା

ସୁନ୍ଦରଗଡ଼(କେନ୍ୟୁଜ୍‌) : ବେକରୁ ସୁନା ଚେନ୍ ଛିନ୍ତାଇ କରୁଥିବା ଏବଂ ବଜାରରୁ କିମ୍ବା ଭିଡ଼ ସ୍ଥାନରୁ ମୋବାଇଲ ଚୋରାଉଥିବା ୪ ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ୍ । ସେମାନଙ୍କ ଠାରୁ ୨ଟି ମୋଟର ସାଇକେଲ, ୨୦ଟି ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟ ଫୋନ ସହିତ ନଗଦ…

ଚୋରିରୁ ୧୨ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଦେଲା ଚନ୍ଦ୍ରଶେଖରପୁର ଥାନା ପୋଲିସ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ…

ଭୁବନେଶ୍ବର(କେନ୍ୟୁଜ୍): ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ସଫଳତା। ଲୁଟର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଧରିଲା ପୋଲିସ। ଗତକାଲି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଘରୁ ହୋଇଥିଲା ଲୁଟ। ଆପୋଲୋ ବିହାର ପ୍ଲଟ ନମ୍ବର ୭ରୁ ଝରକା ତାଡି ହୋଇଥିଲା ଲୁଟ। ବିକ୍ରମ ବର୍ମାଙ୍କ ଘର ଝରକା ତାଡି…

ଲୁଟର ନୂଆ ତରିକା : ବାହାରେ ଚୁଡି ଦୋକାନ ଭିତରେ ଲୁଟ ଅପରେସନ

ଭୁବନେଶ୍ବର(କେନ୍ୟୁଜ୍): ଲୁଟେରାମାନେ ଲୁଟର ନୂଆ ତରିକା ବାହାର କରିଛନ୍ତି । ଏକୁଟିଆ ମହିଳା,ଛୁଆ କାଖେଇଥିବା ମହିଳା ଓ ଯୁବତିଙ୍କୁ ଟାର୍ଗେଟ କରୁଛନ୍ତି। ହାତରେ ବ୍ଲେଡ ଧରି ଗହଳି ଭିତରେ ପଶନ୍ତି ବ୍ଲେଡ ମାରି ମୋବାଇଲ କ୍ୟାସ ସହ ଦାମି ଜିନିଷ ଲୁଟ କରୁଛନ୍ତି। ଏଇଭଳି ଲୁଟପାଟ କରୁଥିବା ବେଳେ ୬…

ଧରାପଡିଲେ ମୋ ବସ୍‌ ଲୁଟେରା, ଦୁଇ ଜଣଙ୍କୁ ଧରିଲା ପୋଲିସ

ଯାଜପୁର (କେନ୍ୟୁଜ) : ମୋ ବସ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ। ଗ୍ୟାଙ୍ଗର ୨ ଜଣ ମୁଖିଆ ଏବେ ଧରା ପଡିଛନ୍ତି ପୋଲିସ ହାତରେ। ମୁଖିଆ ସଞ୍ଜୟ ସିଂହ ଓ ଗଣେସ ପ୍ରଧାନ ଗିରଫ। ଗ୍ୟାଙ୍ଗରେ ଅଛନ୍ତି ମହିଳା ଓ ଛୁଆ। ୨ ଜଣଙ୍କୁ ଯାଜପୁରରୁ ଗିରଫ କରାଯାଇଛି। ଏମାନେ ବଞ୍ଜରା ଗ୍ୟାଙ୍ଗର ପାର୍ବଣ ଋତୁରେ…

ଧରାପଡ଼ିଲେ ଲୁଟେରା ବାପା, ପୁଅ ସହ ଆଉ ଜଣେ: ୮୦ଟି ମୋବାଇଲ୍‌ ଜବତ

ଉଦଳା(କେନ୍ୟୁଜ): ଧରାପଡ଼ିଲେ ୪୨୦ ବାପ, ପୁଅ । ସାଙ୍ଗ ହୋଇ ଲୁଟୁଥିଲେ, ସାଙ୍ଗ ହୋଇ ବନ୍ଧା ହେଲେ । ଚୋରି ମୋବାଇଲ ଦେଖି ପୋଲିସ ତାଜୁବ୍‌ । ୮୦ଟି ମୋବାଇଲ୍‌ ଜବତ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରୁ ଲୁଟେରା ବାପା, ପୁଅ ସହ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ ।…

ଅଭିନବ ଉପାୟରେ କରୁଥିଲେ ଲୁଟ୍, ୨ ନିଶାଦିଆ ଲୁଟେରାଙ୍କୁ ଧରିଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): ରାଜଧାନୀରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ। ଧରାପଡିଲେ ନିଶାଦିଆ ଲୁଟେରା। ଦୁଇ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ସେମାନଙ୍କ ମଧ୍ୟରେ ଜଣେ ଚାନ୍ଦବାଲିର ଓ ଅନ୍ୟ ଜଣେ ଯାଜପୁରର। ଲୁଟେରା ଦୁଇ ଜଣ ଅଭିନବ ଉପାୟରେ ଲୁଟ୍‌ କରୁଥିଲେ। ଭୁବନେଶ୍ୱର…

ମୋବାଇଲ ଝାମ୍ପି ନେଉଥିବା ବେଳେ ମାଡି ବସିଲା ପୋଲିସ: ୩ କୁଖ୍ୟାତ ଲୁଟେରା ଗିରଫ

ଭୁବନେଶ୍ବର(କେନ୍ୟୁଜ୍):  ନୟାପଲ୍ଲୀ ପୋଲିସ ହାତରେ ୩ କୁଖ୍ୟାତ ଲୁଟେରା। ୩ ଜଣ ଲୁଟେରାଙ୍କୁ ନୟାପଲ୍ଲୀ ଆଇଡି ମାର୍କେଟ ପାଖରୁ ଗିରଫ କରିଛି ପୋଲିସ । ଏମାନଙ୍କ ନାମରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା । ଗତକାଲି ଜଣେ ଯୁବକଙ୍କ ଠାରୁ ମୋବାଇଲ ଛଡାଇ ନେଇ ପଳାଉ…

ମୋବାଇଲ୍‌ ଲୁଟେରାକୁ ନିର୍ଦ୍ଧୁମ୍‌ ଛେଚା, ଯୁବତୀଙ୍କଠୁ ଲୁଟ୍‌ କରି ଯିବାବେଳେ ଧରାପଡ଼ିଲା ଦୁର୍ବୃତ୍ତ

ଭୁବନେଶ୍ୱର(କେନ୍ଯୁଜ୍): ମୋବାଇଲ୍‌ ଲୁଟେରାକୁ ନିର୍ଦ୍ଧୁମ୍‌ ଛେଚା । ଭୁବନେଶ୍ୱରରେ ଯୁବତୀଙ୍କଠୁ ମୋବାଇଲ୍‌ ଲୁଟ୍‌ କରି ଯିବାବେଳେ ଧରାପଡ଼ିଲା ଦୁର୍ବୃତ୍ତ । ଇନ୍‌ଫୋସିଟି ଥାନାଠାରୁ ଅଳ୍ପ ଦୂରରେ ମୋବାଇଲ୍‌ ଲୁଟ୍‌ କରି ଖସି ଯାଉଥିବା ବେଳେ ଶୈଳଶ୍ରୀ ବିହାରରୁ ଧରାପଡିଛନ୍ତି । ଉୟଭଙ୍କୁ…