ମୋବାଇଲ୍ ଲୁଟେରାକୁ ନିର୍ଦ୍ଧୁମ୍ ଛେଚା, ଯୁବତୀଙ୍କଠୁ ଲୁଟ୍ କରି ଯିବାବେଳେ ଧରାପଡ଼ିଲା ଦୁର୍ବୃତ୍ତ
ଭୁବନେଶ୍ୱର(କେନ୍ଯୁଜ୍): ମୋବାଇଲ୍ ଲୁଟେରାକୁ ନିର୍ଦ୍ଧୁମ୍ ଛେଚା । ଭୁବନେଶ୍ୱରରେ ଯୁବତୀଙ୍କଠୁ ମୋବାଇଲ୍ ଲୁଟ୍ କରି ଯିବାବେଳେ ଧରାପଡ଼ିଲା ଦୁର୍ବୃତ୍ତ । ଇନ୍ଫୋସିଟି ଥାନାଠାରୁ ଅଳ୍ପ ଦୂରରେ ମୋବାଇଲ୍ ଲୁଟ୍ କରି ଖସି ଯାଉଥିବା ବେଳେ ଶୈଳଶ୍ରୀ ବିହାରରୁ ଧରାପଡିଛନ୍ତି ।
ଉୟଭଙ୍କୁ କାବୁ କରି ଇନ୍ଫୋସିଟି ଥାନା ପୋଲିସକୁ ହସ୍ତାନ୍ତର କରାଯାଇଛି । ଉଭୟ ଲୁଟେରାଙ୍କ ଠାରୁ ମୋବାଇଲ ଓ ବାଇକ୍ ଜବତ ହୋଇଛି । ଘଟଣାର ଅଧିକ ଖୋଳତାଡ କରୁଛି ପୋଲିସ୍ ।