ଧରାପଡିଲେ ମୋ ବସ୍‌ ଲୁଟେରା, ଦୁଇ ଜଣଙ୍କୁ ଧରିଲା ପୋଲିସ

ଯାଜପୁର (କେନ୍ୟୁଜ) : ମୋ ବସ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ। ଗ୍ୟାଙ୍ଗର ୨ ଜଣ ମୁଖିଆ ଏବେ ଧରା ପଡିଛନ୍ତି ପୋଲିସ ହାତରେ। ମୁଖିଆ ସଞ୍ଜୟ ସିଂହ ଓ ଗଣେସ ପ୍ରଧାନ ଗିରଫ। ଗ୍ୟାଙ୍ଗରେ ଅଛନ୍ତି ମହିଳା ଓ ଛୁଆ। ୨ ଜଣଙ୍କୁ ଯାଜପୁରରୁ ଗିରଫ କରାଯାଇଛି। ଏମାନେ ବଞ୍ଜରା ଗ୍ୟାଙ୍ଗର ପାର୍ବଣ ଋତୁରେ ସକ୍ରିୟ ହୋଇଥାନ୍ତି। ତେବେ ଯାହା ସୂଚନା ରହିଛି ଏମାନେ ଏକ ପରିତ୍ୟକ୍ତ ଘରେ ରହିଥାନ୍ତି। ପାର୍ବଣ ଋତୁକୁ ନଜରରେ ରଖି ବର୍ତ୍ତମାନ ପୋଲିସ ସଜାଗ ରହିଛନ୍ତି। ଭୁବନେଶ୍ୱରରେ ପୋଲିସ ତତ୍ପର ରହିଛି।

Leave A Reply

Your email address will not be published.